ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି ହୋଇଛି । ବସ୍ରେ ଅଧିକ ଲୋକଙ୍କୁ ନେବା ମନା ହୋଇଛି । ସେହିପରି ଓଭର ଲୋଡିଂ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବସ୍ ଡ୍ରାଇଭରଙ୍କ ଠାରୁ ନେଇ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି କୁହାଯାଇଛି । ଏଥିସହ କର୍ମଚାରୀମାନେ ସ୍ୱଚ୍ଛତା ପ୍ରତିଧ୍ୟାନ ଦେବାକୁ ପରିବହନ ବିଭାଗ ପରାମର୍ଶ ଦେଇଛି ।
BREAKING NEWS
- winter counter-terrorism operations: ୩୦ରୁ ୩୫ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ; ତୁଷାରପାତରେ ଭାରତୀୟ ସେନା ଆରମ୍ଭ କଲା ସ୍ୱତନ୍ତ୍ର ଅପରେସନ୍
- Earthquake:ତାଇୱାନରେ ୭.୦ ତୀବ୍ରତାର ଭୂମିକମ୍ପ, ଦୋହଲିଗଲା କୋଠାଘର
- Year Ender 2025: ଚଳିତବର୍ଷ ସମଗ୍ର ଦେଶକୁ ସ୍ତବ୍ଧ କରିଦେଲା ଏହି ପାଞ୍ଚ ବଡ ଘଟଣା… ଚାଲିଗଲା ଶହଶହ ଜୀବନ
- ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର: ବିଜେଡି
- ୨୦୩୦ ସୁଦ୍ଧା ଭୁବନେଶ୍ୱର,ପୁରୀରେ ରେଳ ଚଳାଚଳ କ୍ଷମତା ହେବ ଦ୍ୱିଗୁଣ
- ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ
- କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
- ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…
- ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା
Comments are closed.