ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରକାର ୬ ମାସ ପାଇଁ ରାଜ୍ୟରେ ଜରୁରୀ ସେବା ରକ୍ଷଣାବେକ୍ଷଣା ନିୟମ ତଥା ଏସମା ଲାଗୁ କରିଛନ୍ତି । ଜଳଯୋଗାଣ ଓ ସଫେଇ କର୍ମଚାରୀଙ୍କ ପାଇଁ ଏହି ଏସମା ଲାଗୁ ହୋଇଛି । ଏମାନେ ୬ ମାସ ଯାଏଁ ଛୁଟି ନେଇପାରିବେ ନାହିଁ । ଏଥିସହ ୬ ମାସ ପାଇଁ ଆନ୍ଦୋଳନକୁ ମଧ୍ୟ ବାରଣ କରିଛନ୍ତି ରାଜ୍ୟ ସରକାର ।
ସହରାଂଚଳ ସ୍ଥାନୀୟ ସଂସ୍ଥାର ଅଧିନରେ କାମ କରୁଥିବା ବିଭିନ୍ନ ସରକାରୀ ସଂଗଠନର ଆଉଟସୋର୍ସିଂ ଏଜେନ୍ସି ଏବଂ କର୍ମଚାରୀଙ୍କୁ ୬ ମାସ ଧରି ଆନ୍ଦୋଳନରୁ ନିବୃତ୍ତ ରହିବାକୁ କୁହାଯାଇଛି ।
BREAKING NEWS
- ୧୫୦୦ ଟଙ୍କାର ହୁଇସ୍କିର ପ୍ରକୃତ ଦାମ୍ କେତେ ? ଜାଣନ୍ତୁ ସରକାର କେତେ ଟଙ୍କା ନେଇଥାନ୍ତି GST
- ପ୍ରଧାମନ୍ତ୍ରୀଙ୍କୁ ଭେଟିପାରିବେ କି ସାଧାରଣ ନାଗରିକ ? ଜାଣନ୍ତୁ ଉପାୟ, ଆପଣ ବି ଭେଟି ପାରିବେ
- ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି
- IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ବିଦେଶରେ ହୋଇଥିଲା ଗାନ୍ଧୀ ପରିବାରର ଏହି ସଦସ୍ୟଙ୍କ ବିବାହ, ଜାଣନ୍ତୁ କେଉଁମାନେ ହୋଇଥିଲେ ସାମିଲ
- କେମିତି ଦିଆଯାଇଥାଏ ଭାରତ ରତ୍ନ ? ଜାଣନ୍ତୁ କେମିତି ହୋଇଥାଏ ଏହାର ଚୟନ ପ୍ରକ୍ରିୟା
- ୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ
- ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
- ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ
- Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’
Comments are closed.