ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରକାର ୬ ମାସ ପାଇଁ ରାଜ୍ୟରେ ଜରୁରୀ ସେବା ରକ୍ଷଣାବେକ୍ଷଣା ନିୟମ ତଥା ଏସମା ଲାଗୁ କରିଛନ୍ତି । ଜଳଯୋଗାଣ ଓ ସଫେଇ କର୍ମଚାରୀଙ୍କ ପାଇଁ ଏହି ଏସମା ଲାଗୁ ହୋଇଛି । ଏମାନେ ୬ ମାସ ଯାଏଁ ଛୁଟି ନେଇପାରିବେ ନାହିଁ । ଏଥିସହ ୬ ମାସ ପାଇଁ ଆନ୍ଦୋଳନକୁ ମଧ୍ୟ ବାରଣ କରିଛନ୍ତି ରାଜ୍ୟ ସରକାର ।
ସହରାଂଚଳ ସ୍ଥାନୀୟ ସଂସ୍ଥାର ଅଧିନରେ କାମ କରୁଥିବା ବିଭିନ୍ନ ସରକାରୀ ସଂଗଠନର ଆଉଟସୋର୍ସିଂ ଏଜେନ୍ସି ଏବଂ କର୍ମଚାରୀଙ୍କୁ ୬ ମାସ ଧରି ଆନ୍ଦୋଳନରୁ ନିବୃତ୍ତ ରହିବାକୁ କୁହାଯାଇଛି ।
BREAKING NEWS
- ଫିଲ୍ମ ଷ୍ଟାଇଲେ ATM କୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ
- ଭିଜିଲାନ୍ସକୁ ଦେଖି ଫିଲ୍ମ ଷ୍ଟାଇଲରେ ଟଙ୍କା ନେଇ ଫେରାର ହୋଇଗଲେ ଲାଞ୍ଚୁଆ ASI
- New Zealand Seal MoUs: ବାଣିଜ୍ୟରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ୧୮ ବଡ଼ ଚୁକ୍ତି, ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ମିଳିଲା ‘ରଣନୀତିକ ସହଭାଗିତା’ର ମାନ୍ୟତା
- ୫ ବର୍ଷରୁ ଅଧିକ ସେବା ଦେଇଥିବା ଜିଆରଏସ୍ଙ୍କ ପାଇଁ ବଡ଼ ଖବର: ତଥ୍ୟ ମାଗିଲେ ରାଜ୍ୟ ସରକାର
- ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଲା ଜାତୀୟ ମାନ୍ୟତା
- IAF Beats China: ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ବାୟୁଶକ୍ତି ଭାରତ, ପୁଣି ଚୀନକୁ ପଛରେ ପକାଇଲା IAF
- ଆସୁଛି ପଛକୁ ପଛ ୨ଟି ଲଘୁଚାପ: ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ
- Iran’s assassination plot: ଟ୍ରମ୍ପଙ୍କୁ ମାରିବାକୁ ଇରାନର ଯୋଜନା, ରାଷ୍ଟ୍ରପତି କହିଲେ, ‘କେବେ ନ ଦେଖିଥିବା ଭଳି ହେବ ବୋମାମାଡ଼’
- ଅଦିନିଆ ରଥଯାତ୍ରା ବିବାଦ: ଜିଦ୍ ଛାଡୁନି ଇସ୍କନ, କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ି ଦିଲ୍ଲୀ ଯିବ ଶ୍ରୀମନ୍ଦିର ପରିଚାଳନା କମିଟି
- ଟାୟାରରେ ପବନ କମ୍ ରହିଲେ ଦେଶର ୪୫୦୦ କୋଟି ଟଙ୍କାର ତେଲ ବର୍ବାଦ ହେଉଛି!
Comments are closed.