ଭୁବନେଶ୍ୱର: କ୍ରାଇମବ୍ରାଂଚ ଏସ୍ଟିଏଫ୍ କବଜାରେ କଲରାପତରିଆ ସ୍ମଗଲର । ବିକ୍ରି ଯୋଜନା ବେଳେ ଗୋଟିଏ କଳରାପତରିଆ ବାଘ ଚମଡା ଜବତ କରିଛି ଏସ୍ଟିଏଫ୍ । ଏଥିସହ ଏହି ସ୍ମଗଲିଂରେ ସମ୍ପୃକ୍ତ ଥିବା ଜଣକୁ ଏସ୍ଟିଏଫ୍ ଗିରଫ ମଧ୍ୟ କରିଛି । ସମ୍ବଲପୁର-ସୋନପୁର ସୀମା ଅଚଂଳରୁ ଏହି ବାଘ ଚମଡା ଜବତ ହୋଇଛି । ଅଭିଯୁକ୍ତ ଜଣକ ବାଘ ଚମଡା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କରିଥିଲା ଏସ୍ଟିଏଫ୍ ।
BREAKING NEWS
- ସଂଶୋଧନ ହେଲା ରାଉରକେଲା-ପୁରୀ ବନ୍ଦେ ଭାରତ ସେବା, ମଙ୍ଗଳବାର ଛାଡ଼ି ସବୁ ଦିନ ଚାଲିବ
- ଭାରତ ଆସିବେ ପୁଟିନ; ମୋଦି କରିଥିଲେ ନିମନ୍ତ୍ରଣ…
- ୪୪ ଲୋକଙ୍କ ସହ ବୁଡିଗଲା ବୁଡ଼ାଜାହାଜ
- ଚଳିତ ବର୍ଷ କଲବଲ କରିବ ‘ଡବଲ୍ ହିଟୱେଭ’; ଆଇଏମଡିର ପୂର୍ବାନୁମାନ…
- ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
- ଲାଞ୍ଚ ନେଇ ଫସିଲେ ଅଙ୍ଗନୱାଡି ସୁପରଭାଇଜର
- ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ ଝଟକା; ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ
- ଇଂଲଣ୍ଡ ବିପକ୍ଷ ସିରିଜ ଖେଳି ନ ପାରନ୍ତି ରୋହିତ: ରିପୋର୍ଟ
- ହ୍ବିଲଚେୟାରରେ ଦିବ୍ୟାଙ୍ଗଙ୍କ ବଞ୍ଜି ଜମ୍ପିଂ, ଭୁରିଭୁରି ପ୍ରଶଂସା କଲେ ଗୌତମ ଆଦାନୀ
- ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ
Comments are closed.