Latest Odisha News

BREAKING NEWS

ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ

କଟକ: ଦୁଇ ବନ୍ଧୁକ ବେପାରୀ କଟକ ଚାଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଛନ୍ତି । ଚାଉଳିଆଗଞ୍ଜ ଥାନା ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ  ଆକସ୍ମିକ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି ।

ଦୁଇ ବନ୍ଧୁକ ବେପାରୀ ହେଲେ ଜଗତସିଂହପୁରର ଅଜିତ ରାୟ ଓ ଗଞ୍ଜାମର ଅଜୟ ମହାରଣା । ସେମାନଙ୍କ ଠାରୁ ୪ଟି ପିସ୍ତଲ, ୨ଟି ରିଭଲଭର, ୩୨ଟି ଜୀବନ୍ତ ଗୁଳି, ଗୋଟିଏ କାର, ଓ ଚାରୋଟି ସେଲ ଫୋନ ପୋଲିସ ଜବତ କରିଥିବା ଜଣାପଡିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.