Latest Odisha News

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ୧୦୩ଟି ଟ୍ରେନ ଚଳାଚଳ ବାତିଲ୍

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କେତେକ ଟ୍ରେନର ଚଳାଚଳ ବାତିଲ୍ କରିଯାଇଛି । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଇତିମଧ୍ୟରେ ୧୦୩ ଟି ଟ୍ରେନକୁ ବାତିଲ୍ କରାଯାଇଥିବାର ଘୋଷଣା ହୋଇଛି ।

ରେଳ କର୍ତ୍ତୃପକ୍ଷ ଜଣାଇ କହିଛନ୍ତି, ଇଷ୍ଟକୋଷ୍ଟ ରେଲୱେର ସୂଚନା ଅନୁସାରେ ନିଜର ରେଳଯାତ୍ରା କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହି ବାତିଲ୍ ଟ୍ରେନ୍ ଗୁଡିକ ମଧ୍ୟରେ ରହିଛି-

 

Leave A Reply

Your email address will not be published.