Latest Odisha News

BREAKING NEWS

ଆସନ୍ତାକାଲି ସକାଳ ୮ଟା ରେ ସ୍ଥଳପଥ ଛୁଇଁପାରେ ‘ବାତ୍ୟା ଫନି’: ପାଣିପାଗ ବିଭାଗ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ସକାଳ ୮ଟାରେ ହିଁ ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏକ ସୂଚନା ପ୍ରଦାନ କରାଯାଇଛି । ଏନେଇ ଗୁରୁବାର ଦିନ ଏକ ସ୍ୱତନ୍ତ୍ର ବୁଲେଟିନ ମାଧ୍ୟମରେ ଆଇଏମଡ଼ି ସୂଚନା ଦେଇ ସତର୍କତା ଅବଲମ୍ବନ କରିବାକୁ ଜଣାଇଛନ୍ତି ।

ପୂର୍ବରୁ ଏହା ଅପରାହ୍ନ ବା ସନ୍ଧ୍ୟା ସମୟରେ ଓଡ଼ିଶା ଉପକୂଳର ସ୍ଥଳପଥ ଛୁଇଁବା ନେଇ ସତର୍କ ସୂଚନା ପ୍ରଦାନ କରାଯାଇଥିଲା । ଏବେ ଏହି ସଦ୍ୟ ପ୍ରକାଶିତ ପାଣିପାଗ ବୁଲେଟିନ୍ ଅନୁଯାଇ ବାତ୍ୟା ଫନି ଆସନ୍ତାକାଲି ବାତ୍ୟା ଫନି ସକାଳ ୮ଟା ରୁ ୧୦ଟା ମଧ୍ୟରେ ସ୍ଥଳପଥ ଛୁଇଁବ ଏବଂ ଏହା ୩ ତାରିଖ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଜାରି ରହିବାର ସୂଚନା ପ୍ରଦାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ପ୍ରାୟ ୧୭୦ରୁ ୧୮୦ କିଲୋମିଟର ରହିବାର ଆଶଙ୍କା ରହିଛି । ଏପରିକି ଘଣ୍ଟାପ୍ରତି ଏହାର ବେଗ ସର୍ବାଧିକ ୨୦୦ କିଲୋମିଟର ରହିବାର ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ତେବେ

Leave A Reply

Your email address will not be published.