ଗଞ୍ଜାମ: ଚାରିଆଡେ ସମସ୍ତଙ୍କୁ ଘାରିଛି ମାରାତ୍ମକ ଭୂତାଣୁ କରୋନାର କୋକୁଆ ଭୟ । ଏହାକୁ ନେଇ ରାଜ୍ୟ ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାରି ଭିତରେ ଗଂଜାମ ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ପ୍ରସିଦ୍ଧ ଦଣ୍ଡ ନାଚ ଉପରେ କଟକଣା ଲଗାଯାଇଛି ।
ମାନସିକଧାରୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦଣ ଯାତ୍ରା ଆୟୋଜନ କରାଯାଇଥାଏ । ଏହି ସମୟରେ ଶହ ଶହ ସଂଖ୍ୟାରେ ମାନସିକଧାରି ଏକାଠି ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରାକୁ ଦଣ୍ଡ ନାଚ ମାଧ୍ୟମରେ ଦର୍ଶାଇଥାନ୍ତି । ଏପରିକି ଦିନରେ ଧୂଳି ଦଣ୍ଡ ଓ ରାତି ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥାନ୍ତି । ଏହି ସମୟରେ ସଂକ୍ରମଣର ଆଶଙ୍କା ଅଧିକ ରହିଥିବାରୁ ଦଣ୍ଡ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ଗଂଜାମ ଜିଲ୍ଲାପାଳ ।
BREAKING NEWS
- ଆଇଆଇଟି ମାଡ୍ରାସର ବଡ଼ ସଫଳତା: ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ସ୍ୱଦେଶୀ ତୋପ ସେଲ୍, ସେନାକୁ କରିବ ମଜବୁତ…
- BJP: ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ..
- Weather Update: ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା
- UAE President: ସାଉଦି ଆରବ ସହ ଉତ୍ତେଜନା ମଧ୍ୟରେ ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ
- ଗତବର୍ଷ ତୁଳନାରେ ଏଥର ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ
- ପୋଲିସ ହାତରୁ ଖସିଯିବା ପାଇଁ ଫାଙ୍କା ଗୁଳି ଚାଳନା; ୮ ଅଟକ
- କଳାହାଣ୍ଡିକୁ ୮୯୧.୩୯ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
- ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ
- ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା
- Road Accident: ଘାଟିରେ ଓଲଟିଲା ବସ୍ ;୫ ଜଣକ ମୃତ୍ୟୁ, ୫୦ରୁ ଅଧିକ ଆହତ
Comments are closed.