Latest Odisha News

BREAKING NEWS

ଦିିଲ୍ଲୀ ଏମ୍‌ସ; ଆଇସିୟୁ ବେଡ୍‌ ପାଇଁ କୋଭିଡ ରୋଗୀଙ୍କଠାରୁ ୫ ଲକ୍ଷ ଟଙ୍କା ମାଗି କର୍ମଚାରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସର ଜଣେ ଲ୍ୟାବ ଆସିଷ୍ଟାଣ୍ଟ ସମେତ ଦୁଇ ଜଣଙ୍କୁ ଆଇସିୟୁ ବେଡ ପାଇଁ କୋଭିଡ ରୋଗୀଙ୍କଠାରୁ ୫ ଲକ୍ଷ ଟଙ୍କା ମାଜିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଛି।

ଅଭିଯୁକ୍ତ ଦୁ ଜଣ ହେଉଛନ୍ତି ପଙ୍କଜ ଏବଂ ତାଙ୍କ ଭଉଣୀ କୱାଲପ୍ରୀତ୍‌। ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ପଙ୍କଜ ଏମ୍ସର ହେମାଟୋଲୋଜି ଲ୍ୟାବରେ କାମ କରୁଥିଲେ। କୱାଲପ୍ରୀତ୍‌ ଜଣେ ଗୃହିଣୀ।

ସେମାନଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା।

Comments are closed.