Latest Odisha News

BREAKING NEWS

ଦିଲ୍ଲୀରେ ଆରମ୍ଭ ହେଲା ପ୍ରଥମ ଡ୍ରାଇଭ୍‌ ଇନ୍‌ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଟିକାର ଘୋର ଅଭାବ ମଧ୍ୟରେ ଦିଲ୍ଲୀରେ ଆଜି ଦ୍ୱାରକା ସେକ୍ଟର ୧୪ ର ଭେଗାସ୍ ମଲ୍ ଠାରେ ପ୍ରଥମ ଡ୍ରାଇଭ୍ ଇନ୍‌ ଟିକାକରଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଉଦଘାଟନ କରିଥିଲେ।

“ଆମେ ଜାତୀୟ ରାଜଧାନୀରେ ଆହୁରି ଅନେକ ଡ୍ରାଇଭ୍ ଇନ୍‌ ଟିକାକରଣର ସୁବିଧା କରିପାରିବୁ। କିନ୍ତୁ ଟିକାର ଅଭାବ ରହିଛି। ଏହା ଏବେ ମଧ୍ୟ ଚିନ୍ତାର ବିଷୟ ବୋଲି ସିଏମ କେଜ୍ରିୱାଲ୍‌ କହିଛନ୍ତି।

Comments are closed.