Latest Odisha News

BREAKING NEWS

୪୬ ବର୍ଷରେ ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ଶନିବାର ସକାଳେ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୋଟ ୧୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥର ମୌସୁମୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଶେଷ ଥର ପାଇଁ ୨୦୦୩ ମସିହାରେ ୧,୦୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

୨୦୨୧ ମୌସୁମୀ ବର୍ଷା ୧୯୭୫ ମସିହାରୁ ପରଠୁ ଦିଲ୍ଲୀର ସର୍ବାଧିକ ବୃଷ୍ଟିପାତ ବୋଲି ଆକଳନ କରାଯାଇଛି। ଏଥର ୧୧୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେଣୁ, ଦିଲ୍ଲୀର ୨୦୨୧ ମୌସୁମୀ ବର୍ଷା ୪୬ ବର୍ଷ ମଧ୍ୟରେ ସର୍ବାଧିକ!

Leave A Reply

Your email address will not be published.