ପୁରୀ: ରକ୍ଷା ବନ୍ଧନ ହିନ୍ଦୁ ଧର୍ମର ଏକ ବଡ ଏବଂ ବିଶ୍ୱାସର ପର୍ବ ଭାବେ ପାଳନ କରି ଯାଇଥାଏ । ତେବେ ଦୁନିଆକୁ ରକ୍ଷା କରୁଥିବା ଭଗବାନମାନଙ୍କ ପାଇଁ ବି ତାଙ୍କ ଭଉଣୀମାନେ ରାକ୍ଷା ପଠାଇଥାନ୍ତି । ଆସନ୍ତୁ ଜାଣିବା ଏ ସମ୍ପର୍କରେ..
ମହାପ୍ରଭୁ ଶ୍ରୀରାମଙ୍କ ଭଉଣୀଙ୍କ ନାମ ପଚରାରିଲେ ପ୍ରାୟତଃ ଜାଣି ନ ଥାନ୍ତି । ତେବେ ପ୍ରତିବର୍ଷ ରକ୍ଷା ବନ୍ଧନରେ ଶ୍ରୀରାମଙ୍କ ପାଖକୁ ସେ ରାକ୍ଷୀ ପଠାଇଥାନ୍ତି । ତାଙ୍କ ଭଉଣୀଙ୍କ ନାମ ହେଲା ଶାନ୍ତା । ତାଙ୍କ ବିବାହ ଶୃଙ୍କୀ ଋଷିଙ୍କ ସହିତ ହୋଇଥିଲା । ହିମାଚଳ ପ୍ରଦେଶର କୁଲ୍ଲୁରେ ଶୃଙ୍ଗୀ ଋଷି ଏବଂ ଶାନ୍ତାଙ୍କ ମନ୍ଦିର ରହିଛି । ପ୍ରତ୍ୟେକ ବର୍ଷ ଏଠାରୁ ଶ୍ରୀରାମଙ୍କ ପାଇଁ ସେ ରାକ୍ଷୀ ପଠାଇଥାନ୍ତି ।
ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ୩ ଭଉଣୀ ମଧ୍ୟ ଭାଇର ଶୁଭ ମନାସି ରାକ୍ଷୀ ପଠାଇଥାନ୍ତି । ଶ୍ରୀକୃଷ୍ଣଙ୍କ ୩ ଭଉଣୀ ହେଲେ ଯଶୋଦାଙ୍କ କନ୍ୟା ଏକାନଙ୍ଗା, ବାସୁଦେବଙ୍କ ଦ୍ୱିତୀୟ ପତ୍ନୀ ରୋହଣୀଙ୍କ ଝିଅ ସୁଭଦ୍ରା ଓ ସତୀ (କଂସ ଯାହାକୁ ପିଟି କରି ମାରିବାକୁ ଚେଷ୍ଟା କରିଥିଲେ ଅଥଚ ସେ ହାତରୁ ଖସି ପଳାଇଥିଲେ) । ଏଠାରୁ କିଛି ରାକ୍ଷୀ ଅଯୋଧ୍ୟା ପଠା ଯାଇଥାଏ ବୋଲି ବାଙ୍କେ ବିହାରୀଙ୍କ ପୂଜକ କହିଛନ୍ତି ।
ଶ୍ରାବଣ ମାସର ଶେଷ ଦିନ ବାବା ବିଶ୍ୱନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥାଏ । ଏଠାରେ ହଜାର ହଜାର ରାକ୍ଷୀକୁ ଏକତ୍ର ପ୍ରଭୂଙ୍କ ପାଦ ତଳେ ପୂଜା କରାଯାଇଥାଏ ।
BREAKING NEWS
- ଡାକ୍ତର ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
- କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ
Comments are closed.