Latest Odisha News

BREAKING NEWS

ଯାତ୍ରୀଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ନିୟମ, ଭାଇ ଡାକ ନାହିଁ… 

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ପାଇଁ କ୍ୟାବ ଡ୍ରାଇଭରଙ୍କ ୬ଟି ନିୟମ ଇଣ୍ଟରନେଟରେ ଭାଇରାଲ ହେଉଛି। ତେବେ ଏହାର ଆବଶ୍ୟକତା କ’ଣ ବୋଲି ୟୁଜର୍ସ ତର୍କବିତର୍କରେ ଲାଗିଛନ୍ତି।

ସେହିପରି ଆଉ କିଛି ୟୁଜର୍ସ ଏଭଳି ନିୟମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। କିନ୍ତୁ ଏହି କ୍ୟାବ ଡ୍ରାଇଭର ପ୍ରସ୍ତୁତ କରୁଥିବା ୬ଟି ନିୟମ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଇଛି ଯେ ଯାତ୍ରୀମାନେ ସେମାନଙ୍କ ବାର୍ତ୍ତାଳାପ ସମୟରେ ନମ୍ରଭାବ ରଖିବା ଉଚିତ ଏବଂ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍।

ଡ୍ରାଇଭରକୁ ‘ଭାଇ’ କୁହନ୍ତୁ ନାହିଁ। କ୍ୟାବ ଡ୍ରାଇଭର ଯାତ୍ରୀମାନଙ୍କୁ କହିଛନ୍ତି ଯେ ସେମାନେ ଗାଡିର ମାଲିକ ନୁହଁନ୍ତି ବରଂ କ୍ୟାବ ଚଳାଉଥିବା ବ୍ୟକ୍ତି ଏହାର ମାଲିକ’।

 

Leave A Reply

Your email address will not be published.