Latest Odisha News

BREAKING NEWS

ହୋଲିରେ ଅଘଟଣ, ୨ ମୃତ, ୨ ନିଖୋଜ

ରାୟଗଡା: ହୋଲେିରେ ରାୟଗଡା ଜିଲ୍ଲା ପଦ୍ମପୁରରେ ଅଘଟଣ । ଜୟପୁର ବଡନାଳରେ ବୁଡିଗଲେ ୪ ଯୁବକ । ହୋଲି ଖେଳସାରି ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ୨ ନିଖୋଜଙ୍କୁ ଦମକଳ ବାହିନୀର କର୍ମଚାରୀମାନେ ଖୋଜୁଛନ୍ତି । ସେପଟେ ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.