Latest Odisha News

ଜାମ୍ମୁକାଶ୍ମୀରରେ ଭୁକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୨

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୮.୩୬ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି । ଭୂକମ୍ପ ଭୂପୃଷ୍ଠରୁ ୧୨୯ କିମି ତଳେ ତଥା ଗୁଲମାର୍ଗରୁ ୧୮୪ କିମି ଦୂରରେ ଅନୁଭୂତ ହୋଇଥିଲା ।

ସୂଚନାନୁସାରେ, ଭୂକମ୍ପର କେନ୍ଦ୍ର ପାକିସ୍ତାନର ଖାଇବର ପକ୍ତୁନା ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଭୂକମ୍ପ ଫଳରେ କୌଣସି ବଡ଼ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।  । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଟ୍ୱିଟ୍ କରି ଏହି ସୂଚନା ଦେଇଛି ।

 

 

Leave A Reply

Your email address will not be published.