Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ୩.୯ ତୀବ୍ରତାର ଭୂକମ୍ପ ଝଟକା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୋମବାର ସକାଳ ସୁତ୍ରରୁ ପ୍ରକାଶ।ପ୍ରାୟ ୪ଟା ୫୫ ମି. ସମୟରେ ୩.୯ ତୀବ୍ରତାର ଭୂକମ୍ପ ଝଟକା ହୋଇଥିବା ସୂଚନା ମିଳିଛି।

ଏହି ଭୂକମ୍ପରେ କୌଣସି ପ୍ରାଣ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟ ଆସି ନାହିଁ ।

ଗତ ଦୁଇ ଦିନ ମଧ୍ୟରେ ଭ ଦ୍ଵିତୀୟ ଭୂକମ୍ପ । ଏହାପୂର୍ବରୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬.୩୮ ରେ ଜମ୍ମୁ କାଶ୍ମୀରରେ ୪.୧ ତୀବ୍ରତାର ଭୂକମ୍ପ ସୃଷ୍ଟି ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.