ମୃତ ବୃଦ୍ଧା ମହିଳାଙ୍କ ନାମ ବେଲମତି ବରାହ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ହାତୀ ପ୍ରବେଶ କରିବା ସହ ଦୁର୍ଭାଗ୍ୟବଶତଃ ସେ ହାତୀ ହାବୁଡରେ ପଡ଼ିଥିଲେ।

ପରେ ହାତୀଟି ସମ୍ପୃକ୍ତ ମହିଳାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୁତ୍ରରୁ ପ୍ରକାଶ ।

ତେବେ ହାତୀକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରିଥିବା ଜଣାପଡିଛି।