Latest Odisha News

BREAKING NEWS

ପୂର୍ବତନ ନିର୍ବାଚନ କମିଶନର ଟିଏନ୍ ଶେଷାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର(ସିଇସି) ଟିଏନ୍ ଶେଷନଙ୍କ ଚେନ୍ନାଇସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ସେ ୧୦ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ଦାୟିତ୍ୱ ନିର୍ବାହ କରିଥବଲେ । ଆହୁରି ମଧ୍ୟ ସ୍ୱର୍ଗତଃ ଶେଷନ୍ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧ ଯାଏଁ ନିର୍ବାଚନ କମିଶନର ଭାନେ କାର୍ଯ୍ୟ କରିଥିଲେ ।

ନିର୍ବାଚନ ସମୟରେ ନିର୍ବାଚନ ଆଚାର ସଂହିତାକୁ ଶୃଙ୍ଖଳିତ ତଥା ଦୃଢ ଭାବେ ପାଳନ କରିବାକୁ ସେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ।

Leave A Reply

Your email address will not be published.