Latest Odisha News

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ଇଡିର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ପଂଜାବ ନ୍ୟାସନାଳ ବ୍ୟାଙ୍କରୁ ୩୪ କୋଟି ଟଙ୍କା ଠକେଇ ମାମଲାର ଖୋଲତାଡ କରିବ ଇଡି । ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି ।

ଗ୍ଲୋବାଲ ଟ୍ରେଡିଂ ସେଲ୍ୟୁସନ ଲିମିଟେଡ଼ ନାମରେ ବ୍ୟାଙ୍କ ରୁ ୩୨କୋଟି ଟଙ୍କା ଚଂଚକତା କରି ଋଣ ନେଇଥିବା ଅଭିଯୋଗରେ ପବତ୍ତନ ନିର୍ଦେଶଳୟ ମାମଲା ରୁଜୁ କରିଛି । ଋଣ ନେବାରେ ସହଯ୍ୟ କରିଥିବା ପିଏନବୀ ଏକାଧିକ କର୍ତ୍ତୃପକ୍ଷଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଟ୍ରେଡିଂ କମ୍ପାନିର ମାଲିକ ଅବିନାଶ ମହାନ୍ତି ଉକ୍ତ ଟଙ୍କା ନେଇ ନିଜର ବିଭିନ୍ନ କମ୍ପାନୀକୁ ଟ୍ରନସଫର କରିଥିଲେ । ସେପଟେ ପୂର୍ବରୁ ଏହି ମାମଲାର ଭୁବନେଶ୍ୱର ସିବିଆଇ ତଦନ୍ତ କରୁଛି ।

Leave A Reply

Your email address will not be published.