Latest Odisha News

୬ ମାସ ଯାଏ ମଣିପୁରକୁ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କଲେ ସରକାର

ଇମ୍ଫାଲ:ସମଗ୍ର ମଣିପୁରକୁ ପୁରା ୬ ମାସ ଯାଏ ‘ଅଶାନ୍ତ କ୍ଷେତ୍ର’ ଘୋଷଣା କଲେ ମଣିପୁର ସରକାର । ଆର୍ମଡଫୋର୍ସେସ ସ୍ପେସିଆଲ ପାୱର ଆକ୍ଟ ଅନୁସାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖିବା ପରେ ବୁଧବାର ଏପରି ଘୋଷଣା କରିଛନ୍ତି ସରକାର ।

ତେବେ ଏଥିରୁ ୧୯ଟି ଥାନା ଅଞ୍ଚଳକୁ ବାଦ ଦିଆ ଯାଇଛି । ଜୁଲାଇରେ  ୨ଜଣ ସ୍କୁଲପିଲା  ଫିଜାମ ହେମଜିତ (୨୦) ଏବଂ ହିଜାମ ଲିନ୍ଥୋଇଙ୍ଗାମ୍ଭି (୧୭) ନିଖୋଜ ହେବା ଏବଂ ପରେ ସେମାନଙ୍କର ମୃତଦେହ ମିଳିବା ଘଟଣା ପରେ ଅଶାନ୍ତ ହୋଇ ପଡିଥିଲା ମଣିପୁର । ରାଜ୍ୟରେ ପୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ଇମ୍ଫାଲ ଓ ଅନ୍ୟାନ୍ୟ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଏଠି କହିରଖିବୁ, ୫ ମାସ କରେ ମଣିପୁରରେ ସେପ୍ଟେମ୍ବର ୨୩ ତାରିଖରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିଲା । ହେଲେ ଏହାର କିଛି ସମୟ ପରେ ଅପହୃତ  ସ୍କୁଲ ଛାତ୍ରଙ୍କ ମୃତଦେହ ମିଳିଥିଲା ଓ ଏହା ଅନଲାଇନରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ  ହିଂସାକୁ ପୁଣି ତେଜି ଉଠିଥିଲା ।

ତେଣୁ ପରିସ୍ଥିତିକୁ ଦେଖି

Comments are closed.