Latest Odisha News

BREAKING NEWS

ପୂର୍ବତନ ଓଡିଶା ଡିଜିପିଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିପିନ୍ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ଶ୍ରୀ ମିଶ୍ର ତାଙ୍କ ଅଭିଯୋଗରେ କହିଛନ୍ତି, ହ୍ୟାକର୍ ପ୍ରାୟ ୨୦୦୦ ୟୁରୋ (ପାଖାପାଖି ୧.୫ ଲକ୍ଷ ଟଙ୍କା) ତାଙ୍କୁ ମାଗିଛି। ଉକ୍ତ ଅର୍ଥ ପ୍ରଦାନ ନକଲେ ସେଥିରେ ଥିବା ତାଙ୍କର ଗୋପନୀୟ ତଥ୍ୟକୁ ଲିକ୍ କରିଦେବା ନେଇ ସେମାନେ ଧମକ ମଧ୍ୟ ଦେଇଛନ୍ତି।

Comments are closed.