ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ତାଙ୍କ ପତ୍ନୀ ଏବଂ ଶାଶୁ ଘର ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେବା ଏବଂ ଆତ୍ମହତ୍ୟା କରିବାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖାଦେଇଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଏକ ପୃଥକ ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ବିବାହ ସମ୍ପର୍କିତ ଆଇନର ଅପବ୍ୟବହାର ନେଇ ବର୍ଷିବା ସହ ଚେତାବନୀ ଦେଇଛନ୍ତି। “ବ୍ୟକ୍ତିଗତ ସ୍ବାର୍ଥ” ପାଇଁ ଏକ ଆଇନର ଅପବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।
BREAKING NEWS
- ଭାରତୀୟ ବାୟୁସେନାର ଟ୍ରେନି ବିମାନ କ୍ରାସ, ପୋଖରୀରେ ପଡ଼ି…
- Swami Avimukteshwaranand Controversy: ଇଚ୍ଛାପତ୍ର, ନିର୍ବାଚନ ନା ଉତ୍ତରାଧିକାରୀ…କେଉଁମାନେ ବନନ୍ତି ଶଙ୍କରାଚାର୍ଯ୍ୟ? କାହିଁକି ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପଦବୀ ନେଇ ଉଠିଲା ପ୍ରଶ୍ନ…
- ପୁଷ୍ପା ୩ରେ ହେବ କି ସଲମାନଙ୍କ ଏଂଟ୍ରି
- କାହିଁକି ୟୁ-ଟର୍ଣ୍ଣ ନେଲା ଟ୍ରମ୍ପଙ୍କ ବିମାନ…
- ଗ୍ରୀନଲ୍ୟାଣ୍ଡ କବ୍ଜା ପାଇଁ ଟ୍ରମ୍ପଙ୍କ ଚକ୍ରାନ୍ତ ?
- Sunita Williams Retires: ବିଦାୟ ନେଲେ ସୁନିତା ୱିଲିୟମ୍ସ
- Trump On Ind-Pak ceasefire: ‘ପରମାଣୁ ଯୁଦ୍ଧ ମୁହାଁ ଭାରତ ଏବଂ ପାକିସ୍ତାନ…’, ବୁଝୁନି ଟ୍ରମ୍ପଙ୍କ ମନ…
- ସମ୍ୱଲପୁର ବିଶ୍ଵବିଦ୍ୟଳୟ ବ୍ରହ୍ମପୁତ୍ର ହଷ୍ଟେଲ୍ ରୁମ୍ରୁ ଝୁଲନ୍ତା ମୃତଦେହ ଉଦ୍ଧାର
- Trump Immigration Policies: ଟ୍ରମ୍ପଙ୍କ ନୀତି ବିରୋଧରେ ଦେଶବ୍ୟାପୀ ଚାଲିଛି ପ୍ରଦର୍ଶନ
- Vice President To Visit Odisha: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
Comments are closed.