ନୂଆଦିଲ୍ଲୀ: ୧୯୫୧ ମସିହା ୩ ଜୁନ୍ରେ ନ୍ୟୁ ଜର୍ସିର ହାମୋନ୍ଣ୍ଟନ୍ରେ ଡ. ଜିଲ୍ ଟ୍ରେସି ଜାକୋବ୍ସ ବିଡେନ୍ଙ୍କ ଜନ୍ମ। ସେ ଜଣେ ଆମେରିକୀୟ ଶିକ୍ଷାବିତ୍। ସେ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ଦ୍ବିତୀୟ ଲେଡି ଥିଲେ।
ସେ ୧୯୭୭ରେ ଆମେରିକାର ୪୭ତମ ଉପ ରାଷ୍ଟ୍ରପତି ଜୋ ବିଡେନ୍ଙ୍କୁ ବିବାହ କରିଥିଲେ ଏବଂ ୨୦୨୦ ନିର୍ବାଚନରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିମନ୍ତେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି।
Comments are closed.