Latest Odisha News

BREAKING NEWS

ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଉଂଟ

ହାଇଦ୍ରାବାଦ: ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଂଉଟ ରହିଛି । ଜଣେ ଜଣେ ବ୍ୟକ୍ତିଙ୍କର ୨ଟି ଲେଖାଏ ଆକାଂଉଟ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଗତବର୍ଷ ତୁଳନାରେ ନକଲି ଆକାଂଉଟ ସଂଖ୍ୟା ବଢ଼ିଛି ବୋଲି ଫେସବୁକ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।

ହାଇଦ୍ରାବାଦର ଏକ ଏଜେନ୍ସି ମଧ୍ୟ ଭାରତରେ ନକଲି ଆକାଂଉଟ ସଂଖ୍ୟା ବଢ଼ିଛି ବୋଲି ରିପୋର୍ଟ ପ୍ରକାଶ କରିଥିଲା । ଇଣ୍ଡୋନେସିଆ ଓ ଫିଲଫାଇନ୍ସରେ ନକଲି ଆକାଂଉଟ ସଂଖ୍ୟା ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.