ନୂଆଦିଲ୍ଲୀ: କୋଭିଡ-୧୯ ନେଇ ଭୁଲ ତଥ୍ୟ ତଥା ଗୁଜବ ସୃଷ୍ଟି କରିଥିବା ୧୮୦୦୦ ପୋଷ୍ଟକୁ ଫେସବୁକ ହଟାଇ ଦେଇଛି । କମ୍ୟୁନିଷ୍ଟ ଷ୍ଟାଣ୍ଡାର୍ଡ ଇନଫୋର୍ସମେଂଟ ରିପୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିରେ ଆକାଂଉଟସ, ପେଜ ଓ ଗ୍ରୁପ ରହିଛି । ଓଭରାଲ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଏ ପର୍ଯ୍ୟନ୍ତ ୨ କୋଟି କଂଟେଟନ୍ସକୁ ହଟା ଯାଇଛି ବୋଲି ଭାଇସ ପ୍ରେସିଂଡେଟ (ଇଂଟେଗ୍ରେଟି) ଗାୟ ରୋସନ କହିଛନ୍ତି ।
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପରଠାରୁ ଏହାର ସଂଖ୍ୟା କମିବାରେ ଲାଗିଛି ବୋଲି ସେ କହିଛନ୍ତିି । ଏହା ବ୍ୟତୀତ ଅଭଦ୍ର ଭାଷା, ଦ୍ୱେଷ, ଘୃଣା ଓ ହିଂସା ସୃଷ୍ଟି କରୁଥିବା କଂଟେଟକୁ ମଧ୍ୟ ହଟାଯାଇଛି ।
Comments are closed.