Latest Odisha News

BREAKING NEWS

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ , ତୁରନ୍ତ ସମସ୍ୟାର ସମାଧାନ ଦାବି

ପଦ୍ମପୁର : ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତା ରୋକ କଲେ ଚାଷୀ । ପଦ୍ମପୁର ନୂଆପଡା ରାସ୍ତା ଅବରୋଧ କରିଛନ୍ତି ଚାଷୀମାନେ । ଏନେଇ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ମଣ୍ଡିରେ ପଡିଥିବା ଧାନ ବସ୍ତା ଶୀଘ୍ର ଉଠାଇବା ଦାବିରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଘଟଣାର ଶିଘ୍ର ସମାଧାନ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.