କନ୍ଧମାଳ : ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ବାଲିଗୁଡା ଥାନା କୁଟିକିଆ ଅଞ୍ଚଳର କାନ୍ତି ମଲ୍ଲିକ । ଅନେକ ଦିନ ଧରି କାନ୍ତି ମଲ୍ଲିକ କେକେବିଏନ ସଙ୍ଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ମାଓବାଦୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି କାନ୍ତି । ସେ ବିଭିନ୍ନ ମାଓ ହିଂସାକାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ସନ୍ଦେହ କରିଛି । କନ୍ଧମାଳ ପୋଲିସ ନିକଟରେ ମହିଳା ମାଓବାଦୀ ଜଣକ ଆତ୍ମସମର୍ପଣ କରିଥିବାରୁ ଏହା ପୋଲିସର ମନୋବଳକୁ ବଢ଼ାଇଛି । ଆଗାମୀ ଦିନରେ ମଧ୍ୟ ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ତରଫରୁ ଆହ୍ବାନ ଦିଆଯାଇଛି ।
BREAKING NEWS
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଓରେଡା ସହକାରୀ ନିର୍ଦ୍ଦେଶକ
- ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ; ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା
- ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
- ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭.୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର
- Severe Accident: ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ
- ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ;ଜାତୀୟ ଅନୁସୂଚିତ ଜାତି ଆୟୋଗର ହସ୍ତକ୍ଷେପ ଲୋଡିଲା ବିଜେଡି
- ଭୁବନେଶ୍ୱରରେ ହେବ ୨୦୨୮ ୱାର୍ଲ୍ଡ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ
- ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
- ଚେନ୍ନାଇକୁ ବଡ ଝଟକା, ଓହରି ପାରନ୍ତି ପେସ ବୋଲର ଏଲିସ
- ‘ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହ ମୋର ଲଢ଼େଇ…ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲି’
Comments are closed.