ବ୍ରହ୍ମପୁର: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବ୍ରହ୍ମପୁରର ୫ ପୋଲିସ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକି ମିଶ୍ର। ପୋଲିସକର୍ମୀ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ପୋଲିସ ଷ୍ଟେସନକୁ ୨ ରୁ ୩ ଦିନ ଯାଏଁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି। ଗଞ୍ଜାମରେ ଦିନକୁ ଦିନ ସ୍ଥିତି ଭୟଙ୍କର ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ କରୋନା ପଜିଟିଭଙ୍କ ସଂଖ୍ୟା ସଂଖ୍ୟା ସର୍ବାଧିକ ୧୫୬୭ ରହିଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।
BREAKING NEWS
- ଅନଲାଇନ୍ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର: ଫେକ୍ ଡିସକାଉଣ୍ଟ୍ ଓ ଠକେଇ ଉପରେ ଲଗାମ କଷିବେ କେନ୍ଦ୍ର ସରକାର
- Leheriya Saree: ଫ୍ୟାଶନ୍ ଟ୍ରେଣ୍ଡ୍ରେ ଲହରିୟା ଶାଢ଼ୀର ଯାଦୁ: କରିନା, ଆଲିଆ ଓ ଶିଳ୍ପାଙ୍କ ଗ୍ଲାମରସ୍ ଲୁକ୍ ଦେଖନ୍ତୁ
- Pm Modi Classmate Seeks Justice: ପ୍ରଧାନମନ୍ତ୍ରୀଙ୍କ କ୍ଲାସମେଟ୍ ମାଗୁଛନ୍ତି ନ୍ୟାୟ: ମୀରା ରୋଡ୍ ଜମି ବିବାଦରେ ସିବିଆଇ ତଦନ୍ତ ଦାବି କଲେ ଅସଗର ଅଲ୍ଲୀ
- BRICS Summit 2026: ଡିସେମ୍ବରରେ ଏକାଠି ହୋଇପାରନ୍ତି ମୋଦୀ, ପୁଟିନ୍, ଜିନପିଙ୍ଗ୍ ଓ ଟ୍ରମ୍ପ: ଜି-୨୦ ସମ୍ମିଳନୀ ପୂର୍ବରୁ ଋଷର ବଡ଼ ସଙ୍କେତ
- Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ
- Missing Indonesian passenger ship:୨୪୦ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ;ସର୍ଚ୍ଚ ଅପରେସନ ଜାରି
- Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ ଗିରଫ
- BRICS gala dinner:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ରାତ୍ରିଭୋଜନରେ ଜିନପିଙ୍ଗ କାହିଁକି ଯୋଗ ଦେଲେନାହିଁ? ଏହାର କାରଣ…
- ଆଜିଠାରୁ ରାଜ୍ୟରେ କମିବ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- Police Encounter: ଜଙ୍ଗଲ ନିକଟରେ ଏନ୍କାଉଣ୍ଟର;ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

Comments are closed.