କଟକ: ଓଡ଼ିଶା ହାଇକୋର୍ଟର ୫ ଜଣ ଆଇନଜୀବୀ ବରିଷ୍ଠ ଆଇନଜୀବୀ ପଦକୁ ପଦୋନ୍ନତି ପାଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଆଇନଜୀବୀ ମଧ୍ୟ ଅଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲିଧର ଏମାନଙ୍କୁ ପଦୋନ୍ନତି ଦେଇଛନ୍ତି ।
ବରିଷ୍ଠ ଆଇନଜୀବୀ ପଦୋନ୍ନତି ପାଇଥିବା ଆଇନଜୀବୀମାନେ ହେଲେ ସୁଙ୍କୁରୁ ସୁଧାକର ରାଓ, ରୁଦ୍ର ପ୍ରସାଦ କର, ସମୀର କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ରଥ ଏବଂ ପମି ରଥ ।
Comments are closed.