ବାଲେଶ୍ୱର : ବନ୍ୟା ପାଣିରେ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଉଛି । ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସିଲଦା ଚଟାଣରେ ଏପରି ଅଘଟଣ ଘଟିଛି। ଜଳକା ନଦୀରେ ବନ୍ୟାରେ ସ୍ରୋତ ପ୍ରବାହିତ ହେଉଥିବା ସମୟରେ ।ମାଛ ବୋଝେଇ ଟ୍ରାକ୍ଟର ଟି ସେହି ରାସ୍ତା ପାର୍ ହେବା ପାଇଁ ଚେଷ୍ଟା କରୁଥିଲା । ଠିକ୍ ଏହି ସମୟରେ ଗଭୀର ପାଣି ଭିତରକୁ ପଶି ଯାଇଥିଲା ଟ୍ରାକ୍ଟର । ଟ୍ରାକ୍ଟର ଡ୍ରାଇଭର ଓ ସହେଯାଗୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।ସେପଟେ ସ୍ଥାନୀୟ ଲୋକମାନେ ବାରଣ କରିବା ସତ୍ୱେ ମଧ୍ୟ ଡ୍ରାଇଭର ନମାନି ଗାଡି ଚଳାଇବା ଲାଗି ଏପରି ଅଘଟଣ ଘଟିଛି ବୋଲି ଲୋକମାନେ କହିଛନ୍ତିା
BREAKING NEWS
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

Comments are closed.