Latest Odisha News

ବର୍ଷାପାଣିରେ ବୁଡିଲେ ମା’ ପାଟଣେଶ୍ବରୀ

ବଲାଙ୍ଗୀର: ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଲୋକେ ପାଣି ଘେରରେ ରହିଛନ୍ତି । ନଦୀ ଗୁଡିକରେ ଜଳସ୍ତର ବଢିଚାଲିଥିବା ବେଳେ ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛନ୍ନ ହୋଇପଡିଛି । ଅନ୍ୟ ସ୍ଥାନ ଭଳି ବଲାଙ୍ଗୀରରେ ମଧ୍ୟ ସମନେ ସ୍ଥିତି । ସବୁଆଡେ ଜଳମଗ୍ନ ହୋଇପଡିଥିବା ବେଳେ ବାଦ୍ ପଡ଼ିନି ମଠ ମନ୍ଦିର ।

ବଲାଙ୍ଗୀରରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିରରେ ପାଣି । ମା’ପାଟଣେଶ୍ୱରୀଙ୍କ ମନ୍ଦିରରେ ପାଣି ପଶିଯାଇଛି । ରାସ୍ତାକଡରେ ମନ୍ଦିରଟି ରହିଛି । ତେଣୁ ଲଗାଣ ବର୍ଷା ଯୋଗୁ ସବୁ ପାଣି ମନ୍ଦିର ବେଢା ଭିତରେ ପଶିଯାଇଥିବା ବେଳେ ପାଣିରେ ବୁଡ଼ି ରହିଛନ୍ତି ମା’ ପାଟଣେଶ୍ୱରୀ .. .।

Leave A Reply

Your email address will not be published.