Latest Odisha News

BREAKING NEWS

ବର୍ଷାପାଣିରେ ବୁଡିଲେ ମା’ ପାଟଣେଶ୍ବରୀ

ବଲାଙ୍ଗୀର: ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଲୋକେ ପାଣି ଘେରରେ ରହିଛନ୍ତି । ନଦୀ ଗୁଡିକରେ ଜଳସ୍ତର ବଢିଚାଲିଥିବା ବେଳେ ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛନ୍ନ ହୋଇପଡିଛି । ଅନ୍ୟ ସ୍ଥାନ ଭଳି ବଲାଙ୍ଗୀରରେ ମଧ୍ୟ ସମନେ ସ୍ଥିତି । ସବୁଆଡେ ଜଳମଗ୍ନ ହୋଇପଡିଥିବା ବେଳେ…

ବଲାଙ୍ଗିର ପୁଇଁତଳାରେ ଲୁଟେରା ରାଜ: ଶିକ୍ଷକଙ୍କୁ ଆକ୍ରମଣ କରି ନେଇଗଲେ ଟଙ୍କା

ବଲାଙ୍ଗିର: ମାତିଛନ୍ତି ଲୁଟେରା । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ନେଇଯାଉଛନ୍ତି ଟଙ୍କା ଓ ଅନ୍ୟାନ୍ୟ ଜିନିଷ । ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇତିବା ଅଭିଯୋଗ ସାମନାକୁ ଆସିଛି । ପୁଇଁନ୍ତଲା ଥାନା ବୁଢ଼ୀସିଣ୍ଡୋଲ-ଅଇଁଲାସାରି…

ଗୁଣିଗାରେଡିରେ ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର: ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସ ଅନ୍ଧାରି ଗଳିରୁ ବାହାରି ପାରୁନି ମଣିଷ ସମାଜ । ଗୁନିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ଏଭଳି ଘଟଣା ସାମନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ । ମୃତକ ହେଲେ ୬୫ବର୍ଷୀୟ ନିତ୍ୟା ଭୋଇ । ତାଙ୍କ ଘର ସଇଁନ୍ତଳା ବ୍ଳକ ଭନ୍ଦ୍ରା ପଞ୍ଚାୟତ…

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟୁଛି ବୋହୂ

ବଲାଙ୍ଗିର : ସବୁ ସୀମା ଟପିଗଲା ବର୍ବରତା । ବଲାଙ୍ଗିର ବରପାଲିପଡ଼ାରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଶାଶୁକୁ ମାଡ଼ ମାରିଲା ବୋହୂ । ଅତି ନିର୍ଦ୍ଦୟ, ଅତି ଅମାନୁଷିକ । ଗାଁ ଦାଣ୍ଡରେ ଶାଶୁର ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି…

ଗୁଣି ଗାରେଡି ସନ୍ଦେହରେ ୧୪ପରିବାରକୁ ନିର୍ଯାତନା

ବଲାଙ୍ଗୀର: ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଜୀଉଁଛି ମଣିଷ । ଯୁଗ ବଦଳୁଥିଲେ ବି ମନରେ ଥିବା ସଂକୀର୍ଣ୍ଣତା ଆଉ କିଛି ଅନ୍ଧବିଶ୍ୱାସ ଲିଭୁନି । ଏମିତିକି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ସିନ୍ଧିକେଲା ନିର୍ମୂଳା ଗାଁରେ । ଗୁଣି ଗାରେଡି ସନ୍ଦେହରେ କିଛି ପରିବାରକୁ ଦିଆଯାଇଛି…

ବୃକ୍ଷ ରୋପଣ ନାଁରେ ଦେଢ଼ କୋଟି ଘୋଟାଲା

ବଲାଙ୍ଗୀର : ବୃକ୍ଷରୋପଣ ନାଆଁ ରେ ଦେଢ଼ କୋଟି ଘୋଟାଲା । ଦେଢ କୋଟି ଟଙ୍କାର ବୃକ୍ଷରୋପଣ ଯାହାକି ବ୍ଲକ ଓ ବନ ବିଭାଗ ପକ୍ଷରୁ କରାଯାଇଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ଗ୍ରାଉଣ୍ଡରେ ବାସ୍ତବ କିଛି ଅଲଗା । ବ୍ଲକର ୨୬ଟି ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ପ୍ରାୟ ୧୫ ଲକ୍ଷ ୬୦ହଜାର ଟଙ୍କାର…

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ…

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ ୬ ଆହତ

ବଲାଙ୍ଗୀର: ମୁଣ୍ଡ ନେଇଗଲା ଜମି ବିବାଦ । ରକ୍ତାକ୍ତ ସଂଘର୍ଷରେ ଚାଲିଗଲା ଜଣକର ଜୀବନ । ଅନ୍ୟପଟେ ୬ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲି ଗାଁ । ମିଳିଥିବା…

ବଲାଙ୍ଗୀର ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାସ୍, ୫ ଗିରଫ

ବଲାଙ୍ଗୀର: ବେଶ କିଛିଦିନ ଧରି ସାଧାରଣ ଲୋକଙ୍କୁ ଭୟଭୀତ କରିଥିଲା ବଲାଙ୍ଗୀରରେ ସକ୍ରିୟ ହୋଇଥିବା ବାଇକ୍ ଚୋରି ରାକେଟ୍ । ଏ ନେଇ ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ହେଲେ ଶେଷରେ ବଲାଙ୍ଗୀର ପୋଲିସକୁ ମିଳିଛି ସଫଳତା । ବାଇକ ଚୋରି ରାକେଟର ପର୍ଦ୍ଦାଫାସ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ସଦର…

ଆତଙ୍କ ଖେଳାଇଲେ ଲୁଟେରା, ଗୋଟିଏ ରାତିରେ ଏକାଧିକ ଲୁଟ୍

ବଲାଙ୍ଗୀର: ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ୍ ସ୍ଥିତି । ଏହି ମଉକାରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଦଳ । ବଲାଙ୍ଗୀର ଜିଲ୍ଲାରେ ଏକ ନିର୍ଦ୍ଧିଷ୍ଟ ଗାଁରେ ଗୋଟିଏ ରାତିରେ ତିନିତିନୋଟି ଲୁଟ୍ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି । ପୁଇଁନ୍ତଳା ଥାନା ଅଧିନରେ ଥିବା…