ଡେରାଡୁନ: ସବୁ ଛୋଟ ପିଲାଙ୍କ ପ୍ରିୟ ହେଲା ବାର୍ବି ଡଲ । ତେବେ ଏବେ ସମ୍ପୂର୍ଣ୍ଣ ଭାରତୀୟ କଳାକୁ ଆପଣାଇ ପ୍ରସ୍ତୁତ କରାଯାଇଥିବା ପାହାଡୀ ଡଲ (ଜୁନ୍ୟାଲୀ) ସମସ୍ତଙ୍କ ମନ କିଣୁଛି । ଏହା ଦ୍ୱାରା ପିଲାମାନେ ଭାରତୀୟ ସଂସ୍କୃତି ବିଷୟରେ ମଧ୍ୟ ଅବଗତ ହେଉଛନ୍ତି । ତିନି ସାଙ୍ଗ ଦୀପ ନେଗୀ, ପଙ୍କଜ ଅଧିକାରୀ ଓ ଅକ୍କି ଅଧିକାରୀ ଷ୍ଟାର୍ଟ ଅପ ଭାବେ ଏହାକୁ ଆରମ୍ଭ କରିଛନ୍ତି ।
ଦୀପ ଦୁବାଇ ହେଲଥ କେୟାର କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଦୁଇ ସାଙ୍ଗ ମଧ୍ୟ ଭଲ ଚାକିରୀ କରୁଛନ୍ତି । କିଛି ଅଲଗା କରିବା ଚିନ୍ତାଧାରା ସେମାନେ ଏହାକୁ ଆରମ୍ଭ କରିଥିଲେ । ଧିରେ ଧିରେ ଜୁନ୍ୟାଲୀ ଘରେ ଘରେ ଲୋକପ୍ରିୟ ହେବାରେ ଲାଗିଛି । ପାହାଡ ରଙ୍ଗରୂପ ଓ ବେଶଭୂଷାର ଛୋଟ କଣ୍ଢେଇ ଅତି ଚମତ୍କାର ଦେଖା ଯାଉଛି । ବିଦେଶରୁ ଏହି କଣ୍ଢେଇର ବଡି ଆସୁଥିଲେ ମଧ୍ୟ ୩ ସାଙ୍ଗ ଏହାକୁ ପାହାଡୀ ରଙ୍ଗରୂପରେ ସଜେଇ ଥାଆନ୍ତି ।
BREAKING NEWS
- ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ: ଅଗରକରଙ୍କ ବିଦାୟରେ ଭାବବିହ୍ୱଳ ହେଲେ ଗମ୍ଭୀର
- ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ‘ବିଷ୍ଣୁଙ୍କ ଅବତାର’ : ଭୁଟାନ ପ୍ରଧାନମନ୍ତ୍ରୀ
- Explosives dump in Dantewada:ଜଙ୍ଗଲରୁ ମାଓଡମ୍ପ୍ ଠାବ; AK-47, ବିଜିଏଲ୍ ଲଞ୍ଚର୍ ସହ ବିପୁଳ ଗୁଳିଗୋଳା ଜବତ
- ୨୦୨୭ ବିଶ୍ୱକପ୍ରେ ବୁମରା-ଭୁବନେଶ୍ୱର ଯୋଡ଼ି ?
- ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୁଶୁଡିଲା ଆଉ ଏକ କୋଠା: ଏକାଧିକ ତଳେ ମାଟି ତଳେ ଫସି ରହିଥିବା ସନ୍ଦେହ
- ୫ କୋଟି ଟଙ୍କାର ଖବରକୁ ନେଇ ନୀରବତା ଭାଙ୍ଗିଲେ ବିରାଟ, ପ୍ରେମାନନ୍ଦ ମହାରାଜଙ୍କୁ ନେଇ କହିଦେଲେ ଏପରି କଥା
- ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ
- ଗୁପଚୁପ୍ ଖାଉଥିଲେ ସାବଧାନ! ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି…
- UP woman English: ସାଧାରଣ ଗୃହିଣୀଙ୍କ ମୁହଁରେ ଅନର୍ଗଳ ଇଂରାଜୀ! ପ୍ରିୟଙ୍କା ଚୋପ୍ରା କଲେ ବାଃ ବାଃ…ହେଲେ ଭିଡିଓ ପାଇଁ ସ୍ୱାମୀ ଦେଲେ ଗାଳି
- ପୁଣି ଚର୍ଚ୍ଚାରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ସର୍ତ୍ତକୁ ବିରୋଧ କଲେ ବାପା

Comments are closed.