Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ; ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ଜଣ ବ୍ୟକ୍ତିଙ୍କର ନମୂନା ପରୀକ୍ଷା ହୋଇଥିବାର ମଙ୍ଗଳବାର ଦିନ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଯେଉଁ ୫ ଜଣ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଝାରପଡ଼ାରୁ ଜଣେ, ବୋମିଖାଲରୁ ୩ଜଣ ଏବଂ ଜଣେ ବ୍ୟକ୍ତି ଯାଜପୁର ଅଞ୍ଚଳର ।

Leave A Reply

Your email address will not be published.