ବନ୍ଧୁକ ଚାଳନା ବିଶ୍ୱକପ୍ ପ୍ରତିଯୋଗିତାରୁ ଭାରତ ଓହରିଲା
ନିକୋଶିଆ: କରୋନା ଭାଇରସ ଯୋଗୁ ଭାରତ ଆସନ୍ତା ମାସରେ ସାଇପ୍ରସରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁକ ଚାଳନା ବିଶ୍ୱକପ୍ ପ୍ରତିଯୋଗିତାରୁ ଓହରି ଯାଇଛି। ଆଇଏସ୍ଏସ୍ଏଫ୍ ଦ୍ୱାରା ପରିଚାଳିତ ଏହି ବିଶ୍ୱକପ୍ ୪ରୁ ୧୩ ମାର୍ଚ୍ଚ ପର୍ୟ୍ୟନ୍ତ ନିକୋସିଆଠାରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଚୀନରେ…