ଭାଙ୍ଗିବ ୧୯୧ ବେଆଇନ ଆପାର୍ଟମେଣ୍ଟ
ଭୁବନେଶ୍ବର: ପାଖାପାଖି ୧୯୧ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାହେବ । ଭୁବନେଶ୍ବରରେ ତିଆରି ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଭଙ୍ଗାହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ପ୍ରଶ୍ନରେ କିଛି ଏମିତି ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ…