Latest Odisha News

BREAKING NEWS

ଏହି ମନ୍ଦିରରେ ପ୍ରସାଦ ଭୋଗ ନ ହେଲେ ପତଳା ହୋଇଯାଆନ୍ତି ପ୍ରଭୁ କୃଷ୍ଣ

ଥିରୁଅନନ୍ତପୁରମ୍: ଆମ ଦେଶର ବିଭିନ୍ନ ସ୍ଥାନରେ ଏପରି ଅନେକ ମନ୍ଦିର ରହିଛି ଯାହା କି ତାର ନାମ, କଳାକୃତି ଏବଂ ରହସ୍ୟ ପାଇଁ ପ୍ରସିଦ୍ଧ । ଏପରି ମଧ୍ୟ କିଛି ମନ୍ଦିର ଅଛି ଯାହା ତାର ନିତି କାନ୍ତିକୁ ନେଇ ମଧ୍ୟ ପ୍ରସିଦ୍ଧ ଲାଭ କରିଛି । ଏପରି ଏକ ମନ୍ଦିର ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ…

ଭାଙ୍ଗିଗଲା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି, ବର୍ଷେ ତଳେ ହୋଇଥିଲା ଉନ୍ମୋଚନ

ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଭୁଶୁଡି ପଡିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲବନର ରାଜକୋଟ ଦୁର୍ଗରେ ଉନ୍ମୋଚନ କରିଥିଲେ।…

ବଡ ଘୋଷଣା: ଘରୋଇ କ୍ରିକେଟରେ ମିଳିବ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର

ନୂଆଦିଲ୍ଲୀ: ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଘରୋଇ କ୍ରିକେଟରେ ଆଗକୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯିବ । ଜୁନିୟର ଓ ମହିଳା କ୍ରିକେଟରେ ବି ଏହାକୁ ଲାଗୁ କରାଯିବ । ରଣଜୀ ଟ୍ରଫିରେ କେବଳ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା । ଏବେ ବିଜୟ…

ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି

ଝାନ୍ସି: ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି। ଉତ୍ତରପ୍ରଦେଶ ର ଝାନ୍ସି ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାକଡର ଖାଦ୍ୟରେ ଏକ ଝିଟିପିଟି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ସୂଚନାନୁସାରେ, ଦୁଇ ଦିନ ପୂର୍ବେ ଜଣେ ବ୍ୟକ୍ତି ଝାନ୍ସିର ବିକେଡି ଛକରୁ ଭେଜ…

ବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ଏନଏଚ-୫୫ ନମ୍ବର ସହ ସଂଯୋଗ ହୋଇଥିବା ବଇଣ୍ଡା ସେକ୍ସନ ଓ ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟର ଅଗ୍ରଗତି ନେଇ ଏନଏଚ୍ଏଆଇ ଅଧିକାରୀମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ଲୋକଙ୍କ ଦାବି କ୍ରମେ କାମ କରିବା ପାଇଁ ଏନଏଚ୍ଏଆଇ ଅଧିକାରୀଙ୍କୁ…

ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଫଟୋ ଉଠାଇ ହରଡଘଣାରେ ପଡିଲେ ଉତର କୋରିଆର ଟିଟି ଖେଳାଳି

ପ୍ୟାରିସ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜଙ୍ଗ ଉନଙ୍କ ବର୍ବରତା ବିଷୟରେ କିଏ ବା ନ ଜାଣେ । ନିକଟରେ ସମ୍ପନ୍ନ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଉତର କୋରିଆର କିମ କୁମ ୟୋଙ୍ଗ ଓ ଜୋଙ୍ଗ ସିକ ପେରିସ ପଦକ ଜିତିବା ପରେ ଔପଚାରିକ ଦୃଷ୍ଟି କୋଣରୁ ପୋଡିୟମରେ ଥିବା ଚୀନ ଓ ଦକ୍ଷିଣ କୋରିଆର…

କ୍ଷତି ସହୁଛି ଷ୍ଟାର, ୮୩୦ କୋଟି ଟଙ୍କା ଛାଡ ପାଇଁ ଦାବି

ନୂଆଦିଲ୍ଲୀ: ଷ୍ଟାର ସ୍ପୋର୍ଟସ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା। ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ହୋଇଥିବା ବେଳେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଯୋଗୁ କ୍ଷତି ସହିଥିଲା। 'କ୍ରିକବଜ୍'ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଏବେ…

ଶେଷ ନିଶ୍ବାସ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ରହିବି: ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରାଜନୀତିରୁ ଅବସର ଗୁଜବ ମଧ୍ଯରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରୁ ଅବସର ନେବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସକ୍ରିୟ…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ହାର୍ଡକୋର ମାଓବାଦୀ

ମାଲକାନଗିରି: କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼। ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ ମାଧ୍ୟମରେ ସହ ସହ ସଂଖ୍ୟାରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଛତିଶଗଡ଼ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର…

ଶାରଦୀୟ ଦୁର୍ଗାପୂଜା: ଆରମ୍ଭ ହେଲା ଆଦ୍ୟ ପର୍ବ ମାଟି ଅନୁକୂଳ

ଭୁବନେଶ୍ଵର: ଆଉ ଦିନ କେଇଟା ପରେ ମା’ ଦୁର୍ଗତିନାଶିନୀ ସିଂହବାହିନୀ ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଟ୍ୱିନସିଟିର ବିଭିନ୍ନ ପ୍ରମୁଖ ପୂଜାକମିଟି ଓ ସମିତି ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାଟି ଅନୁକୂଳ…