ବଡଖବର: ଆସିଲା ସୁଭଦ୍ରା ଗାଇଡ୍ଲାଇନ୍
ଭୁବନେଶ୍ଵର: ଆସିଲା ସୁଭଦ୍ରା ଗାଇଡ୍ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା 'ସୁଭଦ୍ରା' ଗାଇଡ୍ଲାଇନ୍ । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳାମାନେ କରିପାରିବେ ସୁଭଦ୍ରା ଯୋଜନାରେ ଆବେଦନ । ଗାଇଡଲାଇନ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ…