ବର୍ଷା ବିତ୍ପାତ: ନାଳରେ ଓଲଟି ପଡ଼ିଲା ଟ୍ରାକ୍ଟର, ପ୍ରଖର ସ୍ରୋତରେ ଭାସିଗଲେ ୧୯ ଜଣ
ଗାନ୍ଧୀନଗର: ଗୁଜୁରାଟର ଏକ ନାଳରେ ଟ୍ରାକ୍ଟର ଓଲଟି ଯିବା ଘଟଣାରେ ୧୯ ଜଣ ଭାସିଯାଇଥିବା ଖବର ଆସିଛି। ଏକ ନାଳର କଲଭର୍ଟ ପୋଲ ଅତିକ୍ରମ କରିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ୧୯ ଜଣ। ଏଭଳି ଘଟଣା ଘଟିଛି ଗୁଜୁରାଟର ମୋରବି ଜିଲ୍ଲା ଅନ୍ତର୍ଗତ ଧ୍ବାନା ଗ୍ରାମ…