Latest Odisha News

BREAKING NEWS

ପାକିସ୍ତାନରେ ବିସ୍ଫୋରଣ; ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର

ଇସଲାମାବାଦ: ଶନିବାର ପାକିସ୍ତାନର ବାଲୁଚିସ୍ତାନର ପିଶିନ୍ ଜିଲ୍ଲାରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବଲୋଚିସ୍ତାନ ପିଶିନ ଜିଲ୍ଲାର ଏକ ଥାନା ନିକଟରେ ବିସ୍ଫୋରଣ ହୋଇଛି।…

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଅଟକ, ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ

ନୂଆଦିଲ୍ଲୀ: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଅଟକ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ପଲ୍ ଡୁରୋଭଙ୍କୁ ଅଟକ ରଖିଲା ପୋଲିସ। ପ୍ରାଇଭେଟ୍‌ ଜେଟରେ ଆଜରବାଇଜାନ ଯିବା ବେଳେ ଡୁରୋଭ ଅଟକ ହୋଇଛନ୍ତି। ପଲ୍ ଡୁରୋଭ ନାଁରେ ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ ।…

ନିଶା କାରବାର ନେଇ ନୟାଗଡ଼ ଜେଲରେ ପୋଲିସର ଚଢ଼ାଉ

ନୟାଗଡ଼: ନିଶା କାରବାର ନେଇ ଜେଲରେ ପୋଲିସର ଚଢ଼ାଉ। ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍‌। ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ରହିଛି। ଦଶପଲ୍ଲା ଉପ କାରାଗାରରୁ ମିଳିଲା ବିପୁଳ ନିଶାଦ୍ରବ୍ୟ। ବିପୁଳ ପରିମାଣରେ ଗୁଟଖା, ଖଇନି,…

ତାଲିମ ନେବେ ନବ-ନିର୍ବାଚିତ ବିଜେଡ଼ି ବିଧାୟକ, ଦଳର ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଜି ବିଜେଡ଼ି ବିଧାୟକଙ୍କ ପାଠଶାଳା ଆରମ୍ଭ ହେବ।। ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ। ଆଜି ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ…

ଆଜିଠୁ ବଢିବ ବର୍ଷା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରବିବାର ତଥା ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।…

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା ଧାରାବହିକ ଅତ୍ୟନ୍ତ ବିଭ୍ରାନ୍ତିକର: ଶ୍ରୀଜଗନ୍ନାଥ ଚେତନା ଗବେଷଣା…

ଭୁବନେଶ୍ଵର: ଆସନ୍ତା ଅଗଷ୍ଟ ୨୬ ତାରିଖରୁ ବିଭୁ ଅଗ୍ରୱାଲ୍ ନାମକ ଜଣେ ଉଦ୍ୟୋଗୀଙ୍କ ହରି  ଓମ୍‌ ନାମକ ଓଟିଟି ପ୍ଲାଟ୍‌ଫର୍ମରେ ‘ଜୟ ଜଗନ୍ନାଥ’ନାମରେ ଏକ ଆପତ୍ତିଜନକ ଧାରାବାହିକ କାର୍ଯ୍ୟକ୍ରମର ପ୍ରସାରଣ ହେବାକୁ ଯାଉଛି । ତାହାକୁ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା’ ଆଖ୍ୟା…

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୋଜନା ‘ବିଜ୍ଞାନ ଧାରା’କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତିନୋଟି ପ୍ରମୁଖ ଯୋଜନାକୁ ଜାରି ରଖିବାକୁ ମଞ୍ଜୁରି ମିଳିଛି । ଏସବୁ ଯୋଜନାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି)ର ‘ବିଜ୍ଞାନ ଧାରା’ ନାମକ ଏକ ସମନ୍ୱିତ…

ଆସାମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, କ୍ରାଇମସିନ୍ ରିକ୍ରିଏଟ୍ ବେଳେ ପୋଖରୀକୁ ଡେଇଁଲା ଅଭିଯୁକ୍ତ

ଆସାମ: ଆସାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବେ ରାଜ୍ୟବ୍ୟାପୀ ଆକ୍ରୋଶ ସୃଷ୍ଟି କରିଛି । ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତର ନାଟକୀୟ ଭାବେ ମୃତ୍ୟୁ ହୋଇଛି । କ୍ରାଇମସିନକୁ ନିଆଯାଉଥିବା ବେଳେ ଖସି ପଳାଇବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ତଫିକୁଲ୍ ଓରଫ ତଫଜୁଲ୍ । ହେଲେ ଏକ…

ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ, ୫ ଗିରଫ

ଭୁବନେଶ୍ଵର: ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଓପିଡି ଟିକେଟ୍‌ କରାଇଦେବାକୁ କହି ଟଙ୍କା ନେଉଥିଲେ ଏହି ଦଲାଲମାନେ । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ । ସୂଚନା ଅନୁସାରେ, ଏହି ପାଞ୍ଚ ଜଣ ଅଭିଯୁକ୍ତ…

ଭେଙ୍କେଟେଶ୍ୱରଙ୍କ ଦର୍ଶନ ପାଇଁ ୧୮୦ କୋଟି ଟଙ୍କାର ଆଭୂଷଣ ପରିଧାନ କରି ଆସିଥିଲେ

ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଶ୍ରୀ ଭେଙ୍କେଟେଶ୍ୱରଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି । ମାତ୍ର ନିକଟରେ ମନ୍ଦିର ପରିସର ନିକଟରେ ହଠାତ ଗହଳି ହୋଇ ଯାଇଥିଲା । ପରେ ଜଣା ପଡିଥିଲା ଏକ ପରିବାର ୨୫ କିଗ୍ରା ଆଭୂଷଣ ପରିଧାନ କରି ଆସିଛନ୍ତି । ଏମାନଙ୍କ ମଧ୍ୟରେ ୨…