ଆସିଲା ଚାଞ୍ଚଲ୍ୟକର ତଥ୍ୟ, କଲେଜରେ ଚାଲିଥିଲା ସେକ୍ସ୍ ରାକେଟ
ନୂଆଦିଲ୍ଲୀ: ଦିନ କୁ ଦିନ ଜଟିଳ ହେବାରେ ଲାଗିଛି କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଉକ୍ତ ଘଟଣାରେ ଆଜି ୫ଜଣଙ୍କର ପଲିଗ୍ରାଫ ଟେଷ୍ଟ ହେଉଥିବା ବେଳେ ସେପଟେ ସାମ୍ନାକୁ ଆସିଛ ସିସିଟିଭି ଫୁଟେଜ। ଏହରିଭିତରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ…