Latest Odisha News

BREAKING NEWS

ଶିକ୍ଷାନୁଷ୍ଠାନକୁ ନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାଥମିକ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ସୁଦ୍ଧା ପଟ୍ଟା ଦିଆଯିବ ବୋଲି ଗୁରୁବାର ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି । ୨୪…

‘ଗତ ୨୪ ବର୍ଷରେ ବିଜେଡି ସରକାର ଯାହା କରିନି ଆସନ୍ତା ୫ ବର୍ଷରେ ବିଜେପି ତାହା କରିଦେଖାଇବ’

ଭୁବନେଶ୍ୱର: ଓଡିଶାରେ ବିଜେପିର ବିପୁଳ ବିଜୟ ପରେ ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ହିଞ୍ଜିଳିର ଶତାଧିକ…

୧୫୬ ଔଷଧକୁ ବ୍ୟାନ କଲେ ସରକାର, ଜାଣନ୍ତୁ କେଉଁ ସବୁ ମେଡିସିନ ସାମିଲ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକୁ ଗୁରୁବାର ଭାରତ ସରକାର ଏକ ବଡ ଝଟକା ଦେଇଛନ୍ତି। ୧୫୬ ଔଷଧର ଫିକ୍ସଡ ଡୋଜ ମିଶ୍ରଣକୁ ସରକାର ବ୍ୟାନ କରିଛନ୍ତି। ଏଥିରେ ଆଣ୍ଟିବାୟୋଟିକ୍, ଯନ୍ତ୍ରଣା ନିବାରକ ଏବଂ ମଲ୍ଟିଭିଟାମିନ୍ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ତୃତୀୟ ସନ୍ତାନ ଜନ୍ମ ହେଲେ ଏହି ସମାଜ ଦେବ ୫୧ ହଜାର ଟଙ୍କା

ଜୟପୁର: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିକ୍ଷିତ ସମାଜ କମରୁ କମ ସନ୍ତାନ ଚାହୁଁଛନ୍ତି । ତେବେ ରାଜସ୍ଥାନର ମାହେଶ୍ୱରୀ ସମାଜ ଏକ ଅଦ୍ଭୁତପୂର୍ବ ଘୋଷଣା କରିଛି । କିଶନଗଡରେ ଆୟୋଜିତ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ମାହେଶ୍ୱରୀ ସମାଜର ମହିଳା ତୃତୀୟ ସନ୍ତାନର ଜନନୀ ହେଲେ ୫୧ ହଜାର ଟଙ୍କା…

ଚିକିଟି ମଦ ଟ୍ରାଜେଡି: ବିଜେଡିକୁ ଟାର୍ଗେଟ କଲେ ଚିକିଟି ବିଧାୟକ

ଭୁବନେଶ୍ଵର: ଚିକିଟି ମଦ ଟ୍ରାଜେଡିରେ ଏମକେସିଜିରେ ଚିକିତ୍ସାଧୀନ ବ୍ୟକ୍ତିଙ୍କୁ ଭେଟିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆକ୍ରାନ୍ତଙ୍କୁ ଭେଟିବା ପରେ ବେଆଇନ ମଦ କାରବାରରେ ରୋକ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ସେପଟେ ମଦ ମୃତ୍ୟୁକୁ ନେଇ…

ଭୂମିହୀନ ଗରିବଙ୍କୁ ୪ ଡ଼ିସିମିଲ ଓ ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ମିଳିବ ୧୦ ଡ଼ିସିମିଲ ଜାଗା

ଭୁବନେଶ୍ଵର: ଆଜି ବିଧାନସଭାରେ ଏକ ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭୂମିହୀନ ଗରିବଙ୍କୁ ୪ ଡ଼ିସିମିଲ ଜାଗା ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵମନ୍ତ୍ରୀ । ଏଥିସହ ହୀରାକୁଦ ବିସ୍ଥାପିତଙ୍କ ପରିବାରର ତୃତୀୟ ପିଢିଙ୍କୁ ୧୦ ଡ଼ିସିମିଲ ଜମି ରାଜ୍ୟ ସରକାର ଯୋଗାଇଦେବେ…

ଭାଇରାଲ ହେଉଛି ନିଆରା ବିବାହ ନିମନ୍ତ୍ରଣ କାର୍ଡ; ଦେଖିଲେ ଲାଗିବ ପରୀକ୍ଷା ପ୍ରଶ୍ନପତ୍ର…

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କ ନିଆରା ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି। ନିମନ୍ତ୍ରଣ କାର୍ଡ ଜରିଆରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଏହି ଦମ୍ପତି। ଯାହାକୁ ଦେଖିଲେ ପାରମ୍ପାରିକ କାର୍ଡ ଅପେକ୍ଷା ଏହା ଏକ ପରୀକ୍ଷା ପ୍ରଶ୍ନ ପତ୍ର ଭଳି ମନେ ହେବ। ପଶ୍ଚିମ ଗୋଦାବରୀ…

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସେ, ନବୀନ…

ଏଣିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ରହିବନି ଏ୧ ଓ ଏ୨ ଲେବଲ୍

ନୂଆଦିଲ୍ଲୀ: ଏଣିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ଏ୧ ଓ ଏ୨ ଲେବଲ୍ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ସମସ୍ତ ପ୍ରକାରର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଏ୧ ଓ ଏ୨ ଲେବଲ୍ ଲେଖିବାକୁ ବାରଣ କରିଛି ଏଫ୍ଏସଏସଏଆଇ ।…

ସାଇବର କ୍ରାଇମ ସନ୍ଦେହରେ ଚଢ଼ାଉ; ୨ ଅଟକ, ବିପୁଳ ସାମଗ୍ରୀ ଜବତ

ଭଦ୍ରକ: ସାଇବର କ୍ରାଇମ ସନ୍ଦେହରେ ଭଦ୍ରକ ପୋଲିସର ରେଡ଼୍ । ଘଟଣାସ୍ଥଳରୁ ବିପୁଳ ସିମ୍, ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ । ଏହାସହ ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ମଧ୍ୟ ଠାବ କରିଛି ପୋଲିସ । ତେବେ ଦୁଇ ଜଣ ପୋଲିସ ହାତରେ ଧରା ପଡିଥିବା ବେଳେ ଅନେକ ଯୁବକ…