ଇଂଲଣ୍ଡ ଗସ୍ତରେ ଭାରତ ଖେଳିବ ୫ ଟେଷ୍ଟ, କାର୍ଯ୍ୟସୂଚୀ ଘୋଷିତ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ବର୍ଷ ଜୁନରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଆୟୋଜକ ଟିମ ବିପକ୍ଷରେ ଭାରତ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ଗୁରୁବାର ବିସିସିଆଇ ଓ ଇସିବି ପକ୍ଷରୁ ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ହେଡିଙ୍ଗଲେ ୨୦ରୁ ୨୪ ଜୁନ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ଖେଳାଯିବ…