ପୁଣି ମଇଦାନରେ ବିଜେପି- ବିଜେଡି ଲଢେଇ, ୬ଟି ବ୍ଲକରେ ଉପନିର୍ବାଚନ
ଭୁବନେଶ୍ବର: ପୁଣି ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବିଜେପି ବିଜେଡି । ଆଜି ରାଜ୍ୟର ୬ଟି ବ୍ଲକରେ ହେବାକୁ ଯାଉଛି ଉପନିର୍ବାଚନ । ଏଥିରେ ବି ବିଜେପି ୨୪ ମହାସଂଗ୍ରାମ ଭଳି ବାଜି ମାରିନେବ ନା ପୁଣି ବିଜେଡି ତାର ଗାଦି ବଞ୍ଚେଇବାରେ ସଫଳ ହେବ ତାକୁ ନେଇ ଚାଲିଛି ଉଭୟ ଦଳର ଅଙ୍କକଷା ।…