Latest Odisha News

BREAKING NEWS

ଚର୍ଚ୍ଚାରେ ମୋଦିଙ୍କ ୟୁକ୍ରେନ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତ । ପୋଲାଣ୍ଡ ଅପେକ୍ଷା ୟୁକ୍ରେନକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ରହିଛି ସମସ୍ତଙ୍କର ନଜର । ଗତ ମାସ ଋଷିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ…

ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା…

ରାଜନୀତିରୁ ନେବେ ନାହିଁ ଅବସର, ନୂଆ ଦଳ ଗଢିବେ ଚମ୍ପାଇ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟକା। ବଡ ଘୋଷଣା କଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ରାଜନୀତିରୁ ନେବେ ନାହିଁ ଅବସର। ନୂଆ ଦଳ ଗଢିବେ ଚମ୍ପାଇ। ତେବେ ନୂଆ ଦଳର ନାଁ ଏଯାଏଁ ଘୋଷଣା କରିନାହାଁନ୍ତି ଚମ୍ପାଇ। ତେବେ ଏନେଇ ସୋସିଆଲ ମିଡିଆ…

ସାର୍‌, ବଡ ବ୍ଲଣ୍ଡର ହୋଇଗଲା !

ପାଟଣା: ଭାରତ ବନ୍ଦ ବେଳେ ବିହାର ରାଜଧାନୀ ପାଟଣାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରୁଥିବା ଜଣେ ଏସଡିଏମ ଖାଇଛନ୍ତି ପୋଲିସ ଲାଠି । ଗୋଟିଏ ପରେ ଗୋଟିଏ ଲାଠି ପାହାର ଖାଇବା ପରେ ଜଣା ପଡିଥିଲା ଯେ, ଲାଠି ମାଡ ଖାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ…

ଓଡ଼ିଶାରେ ୬ ଗୋଟି ନୂଆ ରେଳ ଲାଇନ ପ୍ରକଳ୍ପର ମଞ୍ଜୁରୀ ନେଇ ରାଷ୍ଟ୍ରପତିଙ୍କୁ ସୂଚନା ଦେଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ରାଜ୍ୟରେ ୬ ଗୋଟି ନୂତନ ରେଳ ଲାଇନ ପ୍ରକଳ୍ପର ମଞ୍ଜୁରୀ ସମ୍ପର୍କରେ ଅବଗତ କରାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅର୍ଥନୈତିକ…

ସିଦ୍ଧାର୍ଥ ଆନନ୍ଦଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ କ୍ରମାଗତ ଫ୍ଲପ ହେବା ପରେ ଏବେ ଖେଲ ଖେଲ ମେଁ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ ପଠାନ ଫେମ ଫିଲ୍ମମେକର ସିଦ୍ଧାର୍ଥ ଆନନ୍ଦଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି ।…

ଗଞ୍ଜାମରେ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କଲା ଟିପିଏସଓଡିଏଲ୍

ବ୍ରହ୍ମପୁର: ମହିଳା ଦକ୍ଷତା ଓ ଉଦ୍ୟମିତାକୁ ଗୁରୁତ୍ୱ । ଗଞ୍ଜାମ ଜିଲ୍ଲା ବାହାଦୂରପେଟା ଗ୍ରାମରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ଅନୋଖା ଧାଗା’ କେନ୍ଦ୍ର ଉଦଘାଟିତ ହୋଇଛି । ଟାଟା ପାଓ୍ୱାରର ପରିକଳ୍ପନାରେ ସୃଷ୍ଟି ହୋଇଥିବା ଏହି…

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ମୃତ, ୫ ଗୁରୁତର

ଭୁବନେଶ୍ଵର: ଆକାଶରୁ ଖସିଲା ମୃତ୍ୟୁ । ଚାଲିଗଲା ୬ଜଣଙ୍କ ଜୀବନ । ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ବଜ୍ରପାତର ଘଟଣା ସାମ୍ନାକୁ ଆସିଛି । ସେପଟେ ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଜଣଙ୍କ ଜୀବନ ଯାଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ବୁଧବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଭଦ୍ରକ, କଟକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ନୟାଗଡ଼,…

ସମ୍ବଲପୁରରେ ୨୪୦୦ କଫ ସରିଫ ବୋତଲ ଜବତ

ସମ୍ବଲପୁର: ସମ୍ବଲପୁରରେ ବୁଧବାର ଦିନ ୨୪୦୦ କଫ ସରିଫ ବୋତଲ ଜବତ କରିବା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସମ୍ବଲପୁରର ଲଡୁଖାଇ ଅଞ୍ଚଳର ମନୋଜ କୁମାର ଏବଂ ଜିତୁ ସାହୁ (ଉଭୟ କ୍ରେତା) ଏବଂ ଗାଡିର ଡ୍ରାଇଭର ଓ ହେଲପର ରହିଛନ୍ତି। ପୋଲିସର ସୂଚନାନୁସାରେ, ପ୍ରଥମେ…