Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଟିମର ପ୍ରସ୍ତୁତିକୁ ନେଇ ଉଠିଛି ପ୍ରଶ୍ନ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଟିମର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି । ୨୦୨୫ ଫେବୃୟାରୀରେ ଏହା ଆୟୋଜିତ ହେବ । ଭାରତ ମାତ୍ର ୩ଟି ଦିନିକିଆ ଖେଳି ଏହି ଟ୍ରଫି ଖେଳିବାକୁ ଯିବ । ସେହିପରି ୨୦୨୪ରେ ମଧ୍ୟ ଟିମ ଇଣ୍ଡିଆ ମାତ୍ର ୩ଟି ଦିନିକିଆ ମ୍ୟାଚ ଖେଳିଥିଲା । ୧୯୭୯…

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ଗଣେଶ ପୂଜା; ପୌରାଣିକ କଥା, ପୂଜା କରିବାର ଶୁଭ ମୂହୂର୍ତ୍ତ…

ଭୁବନେଶ୍ବର: ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ଉତ୍ସବ ପାଳନ କରାଯାଇଥାଏ । ଗଣେଶ ଭଗବାନ ବୁଦ୍ଧି ଓ ବିଦ୍ୟାର ଦେବତା ବୋଲି ମଧ୍ୟ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା…

ରାଜ୍ୟସଭା ରେସରେ ‘ଜଗନ୍ନାଥ’ ଟୁଇଷ୍ଟ

ଭୁବନେଶ୍ବର: ବିଜେପିର ରାଜ୍ୟସଭା କନଫ୍ୟୁଜନ ! ରାଜ୍ୟସଭା ପାଇଁ କାହାକୁ ସମର୍ଥନ କରିବେ ବିଜେପି ବିଧାୟକ? ଦଳ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ନାମାଙ୍କନ ଭରିଛନ୍ତି ତ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମମତାଙ୍କ ନାଁ ମଙ୍ଗଳବାର ଘୋଷଣା…

ଚିକିଟି ମଦ ମୃତ୍ୟୁ ମାମଲା: ବିଷାକ୍ତ ମଦ ନେଇଗଲା ଆଉ ଜଣଙ୍କର ଜୀବନ

ଭୁବନେଶ୍ବର: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।  ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ଲୋକନାଥ ବେହେରା । ତାଙ୍କର ମୃତ୍ୟୁ ସହିତ ମଦ…

ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ, ୧୮ ଗୁରୁତର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲା ସ୍ଥିତ ଏକ ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ । କମ୍ପାନୀରେ ଥିବା ଏକ ରିଆକ୍ଟର ବିସ୍ଫୋରଣ ଘଟିବାରୁ ୧୮ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବୁଧବାର ଅପରାହ୍ନ…

ଭାରତୀୟ ହକି ଖେଳାଳିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳ ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କ୍ରୀଡ଼ା ପ୍ରେମୀଙ୍କ ସମେତ ବହୁ ସଂଖ୍ଯାରେ ଲୋକେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହକି…

ଶୁଣ ସରକାର…ହାଣ୍ଡିଶାଳରେ ହାହାକାର

ଭୁବନେଶ୍ବର: ଆଳୁ ପରେ ପିଆଜ ଦର ଆକାଶଛୁଆଁ। ପରିବା ବଜାରରେ ବି ନିଆଁ। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ମଧ୍ୟବିତ୍ତ । ବିଗିଡିଲାଣି ବଜେଟ୍, କେମିତି ଚାଲିବ ପରିବାର? ଗତ ମାସେ ହେଲା ଆଳୁକୁ ନେଇ ଚିନ୍ତାରେ ଥିବା ଖାଉଟିଙ୍କ ଉପରେ ଏବେ ପଡିଛି ପିଆଜ ଚଡ଼କ । ପରିବା ଦର ବି ଯାହାକୁ ଯେତେ । ଆଳୁ ଦର…

ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କୋଲକାତା: ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ମୃତଶରୀରକୁ ନେବା ପାଇଁ କେହି ପରିବାର ଲୋକ ଦାବି କରନ୍ତି ନାହିଁ ସେ ତାହାର ଅଙ୍ଗକୁ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ। କଲେଜର ଜଣେ ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଏଭଳି ଅଭିଯୋଗ…

ବିଜେପିର ମମତା ଅଫର !

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମମତା ମହନ୍ତ । ବିଜେଡି ସାଂସଦ ଥିଲେ ଏବେ ବିଜେପି ସାଂସଦ ହେବା ଏକପ୍ରକାର ନିଶ୍ଚିତ । ଅର୍ଥାତ ଦଳ ଛାଡିଥିଲେ ବି ସାଂସଦ ପଦ ଅପରିବର୍ତ୍ତିତ ରହିବ । କୁଡୁମୀ ନେତ୍ରୀ ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇବା ନିଷ୍ପତ୍ତି…

ପୁଣି ସ୍ବାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଆଉ ଜଣେ ବିଜେପି ନେତା

ଭୁବନେଶ୍ବର: ସକାଳେ ଦଳୀୟ ସମର୍ଥନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ଏବେ ପୁଣି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଆଉ ଜଣେ ନେତା ନାମାଙ୍କନ ଭରିଛନ୍ତି । ଦଳୀୟ ପ୍ରାର୍ଥୀ…