Latest Odisha News

BREAKING NEWS

ସିମ୍ ବକ୍ସ ରାକେଟର ଅଭିଯୁକ୍ତ ରାଜୁକୁ ଜେରା କରିପାରେ ଏନଆଇଏ

ଭୁବନେଶ୍ୱର: ସିମ୍ ବକ୍ସ ରାକେଟର ଯାଞ୍ଚ ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ବୁଧବାର ଓଡିଶାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏନଆଇଏ ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳଙ୍କୁ ପଚରାଉଚରା କରିବ। କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ବାଡ୍ ରାଜୁକୁ ଧରି ରାଞ୍ଚିରୁ ଭୁବନେଶ୍ୱରକୁ…

ପ୍ରମୋସନ ସମୟରେ ନିଜ ଡ୍ରେସରେ ନିଆଁ ଲଗାଇଲେ ଉର୍ଫି ଜାଭେଦ

ମୁମ୍ବାଇ: ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ରୁହନ୍ତି। ବିଭିନ୍ନ ପ୍ରକାରର ଜିନିଷରେ ତିଆରି ଆଉଟଫିଟ ପିନ୍ଧି ଲୋକଙ୍କ ଦୃଷ୍ଟି…

ବଦଳିଲା ଯୁକ୍ତ-୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା: ଏଣିକି ୩୦ ନୁହେଁ ୨୪ ମାର୍କ ରଖିଲେ ପାସ୍

ଭୁବନେଶ୍ବର: ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୩୦ ନୁହେଁ ୨୪ ରଖିଲେ ପାସ୍ । । କାରଣ ଏବେ ଆଉ ୧୦୦ ମାର୍କର ପରୀକ୍ଷା ନହୋଇ ସବୁ ବିଷୟରୁ ୮୦ ମାର୍କର ପରୀକ୍ଷା ହେବ । କିଛି ଏମିତି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । କଳା, ବିଜ୍ଞାନ…

ଆରଜି କର ହସ୍ପିଟାଲରେ ଭଙ୍ଗାରୁଜା ମାମଲା: ୩ ପୋଲିସ ନିଲମ୍ବିତ, ମେଡିକାଲ ଦାୟିତ୍ୱ ନେଲା ସିଆଇଏସ୍‌ଏଫ୍‌

ନୂଆଦିଲ୍ଲୀ: କୋଲକାତା ଆରଜି କର ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ମାମଲାରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନାନୁସାରେ, ପୋଲିସ କର୍ମଚାରୀଙ୍କ ଅବହେଳାର ପ୍ରମାଣ ମିଳିଛି ଏବଂ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଥାଉକି ବିକ୍ଷୋଭକାରୀମାନେ…

ଆଇସିସିର ନୂଆ ଅଧ୍ଯକ୍ଷ ହୋଇପାରନ୍ତି ଜୟ ଶାହା

ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନୂଆ ଅଧ୍ଯକ୍ଷ ହୋଇପାରନ୍ତି। ଏହି ପଦବୀରେ ବର୍ତ୍ତମାନ ଗ୍ରେନ ବାର୍କଲେ ରହିଛନ୍ତି। ସେ ଖୁବଶୀଘ୍ର ଏହି ପଦବୀ ଛାଡିବେ ବୋଲି ପ୍ରକାଶ କରିଛନ୍ତି। ତେଣୁକରି ବର୍ତ୍ତମାନ ଜୟ ଶାହା ଏହି ପଦବୀ ପାଇଁ…

ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ

କୋଲକାତା: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ମିଳିଛି ଦୁଷ୍କର୍ମ ଧମକ। ଏନେଇ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ହେଉଛନ୍ତି ସେମାନଙ୍କ ମଧ୍ୟରୁ…

ସିଏଏସ କାହିଁକି ଭିନେଶଙ୍କ ଆବେଦନ ଖାରଜ କଲା ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିବା ସତ୍ୱେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ସିଏଏସ ନିକଟରେ ଆବେଦନ କରିଥିଲେ । ଆସନ୍ତୁ ସିଏଏସ କିପରି ଭିନେଶଙ୍କ ଦଲୀଲକୁ ଖାରଜ କରିଥିଲେ ଜାଣିବା । ୧.…

ଚିକିଟି ମଦମୃତ୍ୟୁ: ‘ବିଜେଡି ଲିଙ୍କରେ ଚାଲିଥିଲା କାରବାର’

ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ମାମଲାରେ ଅଛି ବିଜେଡି ଲିଙ୍କ୍ । ବିଜେଡି ହାତରେ ହିଁ ଚାଲିଥିଲା ବିଷାକ୍ତ ମଦର ଚୋରା କାରବାର । କିଛି ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ଚିକିଟି ବିଜେପି ବିଧାୟକ । ଗଞ୍ଜାମ ଜିଲ୍ଲା ଚିକିଟିରେ ଶସ୍ତା ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ…

ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଚାଲିଛି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ହେଲେ ଆଜି ଦ୍ବିତୀୟ ଦିନରେ ବି ଗୃହରେ ଅଚଳ ଅବସ୍ଥା । ପୁଣି ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ତେବେ ପ୍ରଥମ ଦିନ ଭଳି ଆଜି ବି ଅପରାହ୍ନ ୪ଟା…

ବନ୍ଦେ ଭାରତ ଏକ୍ସପ୍ରେସର ଖାଦ୍ୟରୁ ବାହାରିଲା ଅସରପା

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟରୁ ବାହାରିଛି ଅସରପା। ଏକ ପରିବାର ଶିରିଡିରୁ ମୁମ୍ବାଇ ଯାତ୍ରା କରୁଥିବା ବେଳେ ସେମାନଙ୍କ ଖାଦ୍ୟରୁ ବାହାରିଥିଲା ଅସରପା। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶେୟାର କରାଯାଇଥିବା ଭିଡିଓ ଓ ଫଟୋରେ ଡାଲି ଭିତରେ ମଲା…