Latest Odisha News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ଦ୍ଵିତୀୟ…

ବିଷାକ୍ତ ମଦ ଟ୍ରାଜେଡି; ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ, ମଦ ମାଫିଆଙ୍କ ସମେତ ୭ ଗିରଫ

ବ୍ରହ୍ମପୁର: ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍‌କେସିଜି ଆଇସିୟୁରେ ଆଖି ବୁଜିଲେ ଜେନାପୁର ଅଞ୍ଚଳର ଜଣେ ବ୍ୟକ୍ତି। ଏବେବି ଆଇସିୟୁରେ ଆଉ ୨ ଜଣ ଭର୍ତ୍ତି ଅଛନ୍ତି। ମୋଟ୍ ୧୪ ଜଣ ଏମକେସିଜିରେ ଚିକିତ୍ସାଧୀନ ଥିବା ସୂଚନା…

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ସକାଳୁ ପିକେଟିଂ ଆରମ୍ଭ, ଟ୍ରେନ ଓ ଯାନବାହନ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ। ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏହି ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦ ପ୍ରଭାବ। ପିକେଟିଂ କରି ରାସ୍ତାକୁ ଓହ୍ଲାଇଲେଣି ଆନ୍ଦୋଳନକାରୀ।…

ବ୍ୟବସାୟୀଙ୍କ ଜିଦ୍ ଆଗରେ ମଥା ନଇଁଲେ ଦିଦି, ଆଜି ବଙ୍ଗଳାରୁ ଆସିବ ଆଳୁ

ଭୁବନେଶ୍ୱର: ମାସେ ହେଲା ଆଳୁକୁ ନେଇ ଲାଗି ରହିଥିବା ଅଚଳାବସ୍ଥାରେ ଲାଗିପାରେ ବ୍ରେକ୍। ଦୂର ହେବ ଆଳୁ ସଙ୍କଟ। ବ୍ୟବସାୟୀଙ୍କ ଜିଦ୍ ଆଗରେ ମଥା ନଇଁଲେ ଦିଦି। ଆଜିଠୁ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ…

ଉପକାରୀ ସଜନା ଛୁଇଁ, ଖାଇଲେ ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

ପଦ୍ମଶ୍ରୀ ରଞ୍ଜନା ଗୋହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟଧାମ ଜୀବନବ୍ୟାପୀ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ନୃତ୍ୟଧାମ ଭୁବନେଶ୍ୱରର ୭ମ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଙ୍ଗୀତ ଉତ୍ସବ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ୨୦ ଓ ୨୨ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ । ଉତ୍ସବର ପ୍ରଥମ ଦିନରେ ପଦ୍ମବିଭୂଷଣ ସୁଦର୍ଶନ…

ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ବିଜେପିର ସଦସ୍ୟତା ଅଭିଯାନ । ରାଜ୍ୟରେ ଏକ କୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରାଯିବା ଏହି ଅଭିଯାନର ଲକ୍ଷ୍ୟ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏନେଇ ଭୁବନେଶ୍ୱରରେ ରାଜ୍ୟ ବିଜେପି…

ସିକନ୍ଦରରେ ସଲମାନଙ୍କ ଡବଲ ରୋଲ

ମୁମ୍ବାଇ: ସଲମାନ ଖାଁ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଆର ମୁରୁଗାଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସାଜିଦ ନାଡିୟାଡୱାଲ ପ୍ରଡ୍ୟୁସର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିକନ୍ଦରରେ ସଲମାନ ଡବଲ ରୋଲ କରିବେ । ଇଦ ୨୦୨୫ରେ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ନେଇ କ’ଣ ରହିଲା କେନ୍ଦ୍ରର…

ନୂଆଦିଲ୍ଲୀ: କୋଲକାତା ଆର.ଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ବିଭାଗକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଡାକ୍ତରଖାନାରେ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ତୁଳନାରେ ଆହୁରି ୨୫…

ଆସନ୍ତାକାଲି ଭାରତ ବନ୍ଦ, ଜାଣନ୍ତୁ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ

ଭୁବନେଶ୍ଵର: ଆସନ୍ତାକାଲି ଭାରତ ବନ୍ଦ । ଭାରତ ବନ୍ଦ ଡାକରା ଦେଇଛି ଅନୂସୁଚିତ ଜାତି ଏବଂ ଅନୂସୁଚିତ ଜନଜାତି ସଂଯୁକ୍ତ ସଂଘର୍ଷ ମୋର୍ଚ୍ଚା । ଏସସି / ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଳିତ ସଂଗଠନ ଏହି ଡାକରା ଦେଇଛନ୍ତି ।…