Latest Odisha News

BREAKING NEWS

ମାଙ୍କଡ଼ ଉପଦ୍ରବ ହ୍ରାସ କରିବାକୁ ରାଜ୍ୟରେ ଗଠନ ହେବ ମଙ୍କି ସ୍କ୍ୱାର୍ଡ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଙ୍କଡ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅନେକ ସମୟରେ ମାଙ୍କଡ ମାନଙ୍କ ଦ୍ବାରା ଅନେକ ଲୋକ ଆଘାତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ରୋକିବା ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।…

ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫାକୁ ୨ଟି ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫା ୨ଟି ପୁରସ୍କାରରେ ସମ୍ମାନିତ। ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫା)କୁ ୨୦୧୯-୨୦ ଏବଂ ୨୦୨୦-୨୧ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ଣ୍ଣ ରିଜିୟନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। କୋଲକାତାରେ ଆୟୋଜିତ…

ଆରବିଆଇ ପକ୍ଷରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପୁରୀ ଜିଲ୍ଲାରେ ଆଜି ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି । ଏହାକୁ ମଧୁକର ଆନନ୍ଦ, ଉପ ମହାପ୍ରବନ୍ଧକ, ଆରବିଆଇ; ନୀଳମାଧବ ଭୋଇ, ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ); ଗୌତମ…

ବଦଲାପୁର ଲଜ୍ଜା

ଥାନେ: କୋଲକାତା ହସପିଟାଲ ହରର୍ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଏବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ଯୈାନ ନିର୍ଯାତନା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଥାନେ ଜିଲ୍ଲା ବଦଲାପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଦୁଇ କିଣ୍ଡରଗାର୍ଟେନ ଛାତ୍ରୀଙ୍କୁ ସ୍କୁଲ୍…

ମୁଝକୋ ସଜା ଦି ଓଲା ନେ; ଶୋ’ରୁମ ଆଗରେ ଗୀତଗାଇ ପ୍ରତିବାଦ କଲେ 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଓଲା ଇଲେକ୍ଟ୍ରିକ୍ ଶୋ’ରୁମ ସମ୍ମୁଖରେ ସଲମାନ ଖାନଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ଲୋକପ୍ରିୟ ଗୀତ 'ତଡପ ତଡପ କର’ ଗୀତ ଗାଉଛନ୍ତି। ଭିଡିଓରେ ଏକ ଠେଲା ଗାଡ଼ି ଉପରେ ଓଲା ସ୍କୁଟର ଏକ…

ନିମାପଡା ଏନଏସି: ବଞ୍ଚିଲା ବିଜେଡି ଗାଦି

ପୁରୀ: ନିମାପଡା ଏନଏସିରେ ବଞ୍ଚିଲା ବିଜେଡି ଗାଦି । ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଖାରଜ ହୋଇଛି । ଅନସ୍ଥା ସପକ୍ଷରେ ୮ଟି ଭୋଟ ଆବଶ୍ୟକ ଥିବା ବେଳେ ସସ୍ମିତା ସାହୁଙ୍କ ବିରୋଧରେ ମୋଟ ୮ଟି ଭୋଟ ହିଁ ଆସିଥିଲା । ଯାହା ମଧ୍ୟରୁ ୭ଟି ଭୋଟ ସପକ୍ଷଣେ…

ବିଦ୍ୟୁତ୍ ଆଘାତରୁ ରାମୁର ମୃତ୍ୟୁ ହୋଇଛି: ପିସିସିଏଫ

ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ଦନ୍ତାହତୀ ରାମୁର ମୃତ୍ୟୁ ହୋଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛନ୍ତି ଓଡିଶା ପିସିସିଏଫ ଦେବିଦତ୍ତ ବିଶ୍ବାଳ। ପିସିସିଏଫଙ୍କ ସୂଚନା ଅନୁଯାୟୀ, ବିଦ୍ୟୁତ ତାର…

ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ, ତିନି ଗିରଫ

ଯାଜପୁର: ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ l ସିରିଜ ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କଲା ପୋଲିସ l ଯାଜପୁର ଥାନା ବୈଦ୍ୟନାଥନଗର ରେ ହୋଇଥିବା ସିରିଜ ଚୋରୀ ଘଟଣାର ପର୍ଦ୍ଦାଫାଶ କଲା ଯାଜପୁର ପୋଲିସ। ଚୋରୀ ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବହୁ ଚୋରୀ ସାମଗ୍ରୀ…

ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟକୁ ନେଇ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମବଙ୍ଗ ବେପାରୀ ଓଡ଼ିଶାକୁ ଆଳୁ ଦେବେ ନାହିଁ ବୋଲି ମନା କରିବା ପରେ ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ । ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି । ମନ୍ତ୍ରୀ…

ଏପରି ଅଦ୍ଭୁତ ପ୍ରଜାପତି, ଉଡିବା ମାତ୍ରେ ହୋଇଯାଏ ଅଦୃଶ୍ୟ

ନୂଆଦିଲ୍ଲୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଦୁନିଆ l ଯେଉଁଠି ଆପଣମାନେ ଦେଖିବାକୁ ପାଇବେ ଭଳିକି ଭଳି ଜୀବଜନ୍ତୁ, ସରୀସୃପ ଇତ୍ୟାଦି l ସେହି ଜୀବଜନ୍ତୁଙ୍କ ମଧ୍ୟରେ କିଛି ଏପରି ଜୀବ ଅଛନ୍ତି ଯାହାକୁ ଦେଖି ଆପଣ ଭାବିବେ ଯେ ବୋଧ ହୁଏ ଏହି ଯିବା ପାଖରେ କୌଣସି ଯାଦୁ ଶକ୍ତି ଅଛି l ତେବେ…