Latest Odisha News

BREAKING NEWS

ଆସନ୍ତାକାଲି ଅଲମ୍ପିକ୍ସ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ପ୍ୟାରିସ୍‌ ଅଲମ୍ପିକ୍ସ - ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ…

ଛାତ୍ର ସଂସଦ ନିର୍ବାଚନ…ବିଧାନସଭାରେ ତାତି

ଭୁବନେଶ୍ବର: କାହିଁକି ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ? ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ କଲେଜରେ ଛାତ୍ର ସଂସଦ ନିର୍ବାଚନ ଏବର୍ଷ ନୁହେଁ ୨୦୨୫ରେ ହେବା ନେଇ କହିବା ପରେ ତାତିଛି ରାଜ୍ୟ ରାଜନୈତିକ ପାଣିପାଗ । ନୂଆ ସରକାର ଆସିବା ପରେ ନିର୍ବାଚନ କରାଇବା ପାଇଁ ସମୟ…

ପୁରୀ ବେଳାଭୂମିରୁ ନର କଙ୍କାଳ ଉଦ୍ଧାର, ତଦନ୍ତ ଜାରି

ପୁରୀ: ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି ପୁରୀ ସହର । ଗତ ୮ ତାରିଖରେ ମାର୍କଣ୍ଡେଶ୍ବର ସାହିରେ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ, ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ…

ଲାଟେରାଲ୍ ନିଯୁକ୍ତି ଉପରେ ରୋକ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) କୁ ମଙ୍ଗଳବାର ଦିନ ଚିଠି ଲେଖି ଲାଟେରାଲ ଏଣ୍ଟ୍ରି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଚେୟାରମ୍ୟାନ୍‌ ପ୍ରୀତି ସୁଦାନଙ୍କୁ ଚିଠି…

ସ୍କୁଲରେ ଛାତ୍ରୀକୁ ଅସଦାଚରଣ; ବଦଲାପୁରରେ ଅଭିଭାବକଙ୍କ ଯୋରଦାର ବିରୋଧ ପ୍ରଦର୍ଶନ

ଥାନେ: କୋଲକତା ଆର.ଜି କର ମେଡିକାଲ କଲେଜର ଘଟଣା ମନରୁ ନଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଥାନେ ଜିଲ୍ଲା ବଦଲାପୁରର ଏକ ଜଣାଶୁଣା ସ୍କୁଲରେ ଜଣେ ଛାତ୍ରୀକୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନେ ସ୍କୁଲ ବିରୁଦ୍ଧରେ ବିରୋଧ…

୩ ଘଣ୍ଟା ଯାଏଁ ଭିଜିବ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ମଙ୍ଗଳ ବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ଯ ଜାରି କରାଯାଇଛି। ଆଗାମୀ ୩ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ…

‘ଛାଭା’ ଟିଜର ଆଉଟ: ନୂଆ ରୂପରେ ବିକି କୌଶଲ, ଏହି ଦିନ ପରଦାକୁ ଆସିବ ଫିଲ୍ମ

ମୁମ୍ବାଇ: ଅଗଷ୍ଟ ୧୫ ରେ ଚଳଚ୍ଚିତ୍ର ‘ଛାଭା’ରେ ବିକି କୌଶଲଙ୍କର ପ୍ରଥମ ପୋଷ୍ଟର ଏବଂ ପ୍ରଥମ ଲୁକ ରିଲିଜ୍ ହୋଇଥିଲା। ଏହା ପରେ ଆଜି ତାଙ୍କର ସମ୍ପୂର୍ଣ୍ଣ ଲୁକ୍ ଏବଂ ଟିଜର ରିଲିଜ ହୋଇଛି। ବଲିଉଡ ଅଭିନେତା ବିକି କୌଶଲ ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ । ବର୍ତ୍ତମାନ ଅଭିନେତା…

ଭିଜିଲାନ୍ସ ହାବୁଡ଼ରେ ସମ୍ବଲପୁର କେଶେଇବାହାଲ ଆର୍‌ଆଇ, ଅମିନ

ସମ୍ବଲପୁର: ଭିଜିଲାନ୍ସ ହାବୁଡ଼ରେ ସମ୍ବଲପୁର କେଶେଇବାହାଲର ଆର୍‌ଆଇ ଓ ଅମିନ l ଜମି ମାମଲାର ଇନକ୍ୱାରୀ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ l ଲାଞ୍ଚ ଟଙ୍କା ଜବତ କରିବା ସହ ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି…

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ l ଦ୍ଵିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନର ପ୍ରଶ୍ନକାଳ ସମୟରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ଯେ, ରାଜ୍ୟରେ ୨୭ ମହାବଳ ବାଘ, ୨୦୯୮ ହାତୀ…

ଚିକିଟି ବିଷାକ୍ତ ମଦ ଘଟଣା; ‘ଅଭିଯୁକ୍ତଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ’

ଗଞ୍ଜାମ: ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁର ଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ୫ ଜଣ ମାଉନ୍ଦପୁର ଗାଁର ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।…